ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ…
ଭୁବନେଶ୍ୱର: ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ୨୯ତମ ପୁଣ୍ୟ ତିଥି।
୧୯୪୪ ମସିହା ଅଗଷ୍ଟ ୨୦ ତାରିଖ ଦିନ ବମ୍ବେଠାରେ ସେ ଜନ୍ମଗ୍ରହଣ କରିଥିଲେ। ଯିଏକି କେମ୍ବ୍ରିଜରେ ଅଧ୍ୟୟନ ସମୟରେ ସୋନିଆ ମାଇନୋ ନାମ୍ନୀ…