ଅଗ୍ନିଶମ ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : କେନ୍ଦ୍ରାପଡାରେ ଗାଡିରେ ଛୁଆ ଜନ୍ମ ଘଟଣାରେ ଅଗ୍ନିଶମବାହିନୀକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି ।
ଏଥିରେ ସେ ଲେଖିଛନ୍ତି ଯେ ବାତ୍ୟା ଅମ୍ଫାନ ସମୟରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଓଡିଶା ଅଗ୍ନିଶମ ବାହିନୀର…