ଆକଳନ ଅନୁଯାୟୀ ଗତି କରୁଛି ଅମ୍ଫାନ, ରାତି ୮.୩୦ ରୁ ୧୦.୩୦ ମଧ୍ୟରେ କରିବ ଲ୍ୟାଣ୍ଡଫଲ: ଏସଆରସି
ଭୁବନେଶ୍ୱର:ସମୁଦ୍ରରେ ଚକ୍ରବାତର ରୂପ ନେଇଛି ବାତ୍ୟା ଅମ୍ଫାନ। ଏହାର ପ୍ରଭାବରେ ପାରାଦୀପ ଓ ଧାମରାରେ ଉଚ୍ଚ ଜୁଆରା ଦେଖା ଯାଇଛି।
ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ଅମ୍ଫାନ ଗତି କରୁଥିବା ଏସଆରସି ସୂଚନା ଦେଇଛନ୍ତି ।
ଆଜି ରାତି ୮.୩୦ରୁ ୧୦.୩୦ ସୁଦ୍ଧା ସୁନ୍ଦରବନ ନିକଟରେ…