ପ୍ରବଳ ବର୍ଷା ଯୋଗୁଁ ୬ ତାରିଖରେ ‘କୋଣାର୍କ ଏକ୍ସପ୍ରେସ’ ଚଳାଚଳ ବାତିଲ୍
ଭୁବନେଶ୍ୱର: ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ (ଟ୍ରେନ ନଂ - ୧୧୦୨୦)କୁ ଆସନ୍ତା ୬ ତାରିଖ ଦିନ ଚଳାଚଳ ବାତିଲ କରାଯାଇଛି ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।
ମୁମ୍ବାଇ ଡ଼ିଭିଜନରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ରେଳ ଚଳାଚଳ ବ୍ୟାହତ ହୋଇଛି ।
ମୁମ୍ବାଇରୁ ଛାଡୁଥିବା…