ମାସ୍କ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କଟକ ଚାଉଳିଆଗଞ୍ଜର ଈଶ୍ୱର
କଟକ: ଆପଣମାନେ ଆଗରୁ କୁନି କୁନି ପିଲାମାନଙ୍କ ଡ୍ରେସ୍ ଉପରେ ରଙ୍ଗବେରଙ୍ଗର ଚିତ୍ର, ପଶୁପକ୍ଷୀ, କାର୍ଟୁନ୍ କ୍ଯାରେକ୍ଟର ସବୁ ପ୍ରିଣ୍ଟ ହୋଇଥିବା ଦେଖିଥିବେ । କିନ୍ତୁ କେବେ ଭାବିଛନ୍ତି, କରୋନା ମୁକାବିଲା ଲାଗି ବ୍ୟବହୃତ ହେଉଥିବା ମାସ୍କ ଉପରେ ଯଦି ଏହି ସବୁ କ୍ୟାରେକ୍ଟର ପ୍ରିଣ୍ଟ ହେଲେ…