ଏସ୍ବିଆଇ ବନ୍ଦ କରିବ ଡେବିଟ କାର୍ଡ
ନୂଆଦିଲ୍ଲୀ:ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ) ଏହାର ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲାଗୁକରିବା ନେଇ ସୂଚନା ଦେଇଛନ୍ତି ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ।
ରଜନୀଶ କୁମାର କହିଛନ୍ତି ଯେ,…