ଟ୍ରମ୍ପଙ୍କ ଝିଅ ଇଭାଙ୍କା ସହାୟକ କରୋନା ପୀଡ଼ିତ
ଓ୍ବାଶିଂଟନ: କରୋନା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଦେଶରେ ଏହାର ସଂଖ୍ୟା ବଢ଼ୁଥିବା ବେଳେ ଏବେ ତାଙ୍କ ଝିଅଙ୍କ ସହାୟକ କରୋନା ପଜିଟିଭ ଥିବା ଜଣାପଡିଛି । କରୋନା ମାହାମାରୀ ହ୍ବାଇଟ ହାଉସରେ ତା’ର ଉପସ୍ଥିତି ଜାହିର କହିଛି । ଟ୍ରମ୍ପଙ୍କ ଝିଅ…