Latest Odisha News

BREAKING NEWS

ହସ୍ପିଟାଲ ବେଡ୍‌ରେ ୧୫ ମାସର କରୋନା ଶିଶୁ, ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍‌

ଚଣ୍ଡିଗଡ: କରୋନା ସହ ଲଢ଼ୁଛି କୁନି ଛୁଆ । ହସ୍ପିଟାଲ ବେଡ୍ ଉପରେ ସେ ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍ । ହ୍ୟାଣ୍ଡ ସେକ୍ ମଧ୍ୟ କରୁଛି । କେବଳ ସେତିକି ନୁହେଁ ତା’ ପାଖରେ ଠିଆ ହୋଇଥିବା ଡାକ୍ତର ତାକୁ ଯେପରି କହୁଛନ୍ତି ସେ ସେପରି କରୁଛି । ଆଉ ଡାକ୍ତର ମଧ୍ୟ ତା ସହ ଖେଳୁଛନ୍ତି, ତାକୁ…

ରଥ କାର୍ଯ୍ୟରେ ନିୟୋଜିତ ସେବାୟତ ପରିବାରର ହେବ କରୋନା ଟେଷ୍ଟ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ତିନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଶ୍ୱକର୍ମା ମହାରାଣା ପରିବାରଙ୍କର କୋଭିଡ-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ଉନ୍ନୟନ ପ୍ରଶାସକ…

ମେ ୨୦ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଆସନ୍ତା ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏଥିପାଇଁ ମେ ୧୯ ତାରିଖରେ ଇନଭିଜିଲେଟର ମାନେ ରିପୋର୍ଟ କରିବେ । ଖାତାଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ୬୦ଟି ସେଂଟରରୁ ଖାତା…

ରାଜ୍ୟର ୫ଟି ଜିଲ୍ଲାରୁ କେବଳ ୮୪ ପ୍ରତିଶତ କରୋନା ପଜିଟିଭ୍

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି । ପ୍ରଥମେ ପ୍ରଥମେ ସ୍ୱାବ ପରୀକ୍ଷା ବେଳେ ଦିନକୁ ଏକ ଅଙ୍କ ଭିତରେ ପଜିଟିଭଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଏବେ ପ୍ରତିଦିନ ଦୁଇ ଅଙ୍କରୁ କମୁନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୭…

୧୭ କରୋନା ପଜିଟିଭ ସୁରଟ ଫେରନ୍ତା, ସୂଚନା ଦେଲେ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାର ୪ଟି ଜିଲ୍ଲାରୁ ଶନିବାର ଦିନ ୧୭ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ ଛୁଇଁଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟ ଅନୁଯାୟୀ ସମସ୍ତ ୧୭ ରୋଗୀ ପୁରୁଷ ଏବଂ ସୁରଟ ଫେରନ୍ତା। ନୂତନ ମାମଲାଗୁଡ଼ିକ…

ଆଣ୍ଡାମାନରେ ଓଡ଼ିଆ ବୈଜ୍ଞାନିକ ଜୟନ୍ତ କୁମାର ମିଶ୍ରଙ୍କ ଦେହାନ୍ତ

ଯାଜପୁର: ଓଡ଼ିଆ ବୈଜ୍ଞାନିକ ତଥା ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଣ୍ଡାମାନ ସ୍ଥିତ ବ୍ରୁକସାବାଡ କ୍ୟାମ୍ପସରେ ମହାସାଗରୀୟ ଅଧ୍ୟୟନ ଓ ସାମୁଦ୍ରିକ ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଜୟନ୍ତ କୁମାର ମିଶ୍ରଙ୍କର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

କୋଭିଡ ୧୯ରେ ପ୍ରାଣ ହରାଇଲେ ସାମ୍ବାଦିକ

ଆଗ୍ରା : କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଆଗ୍ରାର ଜଣେ ସାମ୍ବାଦିକଙ୍କର ଗତ ସାତ ତାରିଖରେ ମୃତ୍ୟୁ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଆଗ୍ରାର ଜିଲ୍ଲାପାଳ ପ୍ରଭୁ ଏନ୍ ସିଂହ । ସାମ୍ବାଦିକ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ ଏବଂ ୧୯୮୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୫୯,୬୬୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୩୯,୮୩୪ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୧୯୮୧ ଜଣ…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୨୮୭ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତିମାନେ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା। ଏଥିସହିତ ଜିଲ୍ଲାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୭ ଛୁଇଁଛି। ଏହାଛଡା ସ୍ବାସ୍ଥ୍ୟ ଓ…