Latest Odisha News

BREAKING NEWS

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨ଦିନିଆ ଫ୍ରାନ୍ସ ଗସ୍ତରେ ବାହାରିିଛନ୍ତି । ଏହି ୨ ଦିନିଆ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସରେ ପହଞ୍ଚିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଏହି…

ଗିରଫ ହେଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । Congress leader P Chidambaram is being taken to the CBI headquarters in Delhi. https://t.co/dDqPiYmWWZ — ANI…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୨ ରିଖ ଗୁରୁବାର ସିଂହ ୦୬ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ…

ଜ୍ୱର କମୁ ନାହିଁ କି, ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ଷା ଋତୁରେ ଜ୍ୱର, ଥଣ୍ଡା ଆଦି ରୋଗ ଅଧିକ ହେଉଥିବା ଦେଖିବାକୁ ମିଳିଥାଏ । ବିନା ଔଷଧରେ ଆପଣଙ୍କ ଜ୍ୱର ଭଲ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର । ତୁଳସୀ ପତ୍ର: ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ। ଯାହାଫଳରେ ଏହା ବାକ୍ଟେରିଆ ଆଦିରୁ…

ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଡ଼ାକ୍ତରୀ ପଢିବା ପରେ ରାଜ୍ୟ ଛାଡୁଥିବା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଓଡ଼ିଶା ସରକାର ଯେଉଁ ପରିବର୍ତ୍ତିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହା ବଳବତ୍ତର ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କିତ ଏକ ରିପୋର୍ଟ ଲାଇଭଲ’.ଇନରେ…

ଆକାଶ ଛୁଇଁଲା ସୁନା ଦର, ଟପିଲା ୩୮ ହଜାର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନାଦର । ବୁଧବାର ସୁନା ଦର ୧୦ ଗ୍ରାମକୁ ୬୦ ଟଙ୍କା ବଢି ୩୮,୮୩୦ ଟଙ୍କାରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସର୍‌ଫା ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ସୁନା ଦର ୩୮,୭୭୦ ଟଙ୍କା ରହିଥିଲା। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।…

ଦେଢଘଣ୍ଟିଆ କ୍ଲାସ

ଦେଢଘଣ୍ଟିଆ କ୍ଲାସ ଜ୍ୟୋତିପ୍ରକାଶ ମହାପାତ୍ର ଅଚାନକ ନୂଆ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା ହୋଇଛି । ଯେଉଁଠି କୁହାଯାଇଛି- ଏଣିକି ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏହିସବୁ କ୍ଲାସ୍‍ ଏକାଥରେ ଦେଢ ଘଣ୍ଟା ହେବ…

ରାଇସ କଟଲେଟ

ଭୁବନେଶ୍ୱର: ବଳି ଯାଇଥିବା ଭାତରୁ ପ୍ରସ୍ତୁତ ବକରନ୍ତୁ ରାଇସ କଟଲେଟ। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶକୀୟ ସାମଗ୍ରୀ: ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ…

ହାତକୁ ଦିହାତ ହେବେ ବରୁଣ ଧୱନ, ଜାଣନ୍ତୁ କେବେ

ମୁମ୍ବାଇ: ବଲିଉଡରେ ଚାଲିଛି ମ୍ୟାରେଜ ସିଜିନ। ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଜଣକ ପରେ ଜଣେ ନାମୀଦାମୀ କଳାକାର । ଅନୁଷ୍କା, ଦୀପିକା, ସୋନାମ, ପ୍ରିୟଙ୍କାଙ୍କ ପରେ ଏବେ ପାଳି ପଡିଛି ବରୁଣଙ୍କର । ହଟ ବରୁଣ ଧୱନଙ୍କ ତାଙ୍କ ଗାର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।…

ରାଜଧାନୀରେ ଧରାପଡ଼ିଲା ଦେହ ବ୍ୟବସାୟ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ଯାଜପୁରରେ ଚାଞ୍ଚଲ୍ୟକର ସେକ୍ସ ର‌୍ୟାକେଟ ଠାବ ହେବା ପରେ ବୁଧବାର ଦିନ ରାଜଧାନୀର ବରମୁଣ୍ଡା ଅଞ୍ଚଳର ଏକ ଲଜରେ ଦେହ ବ୍ୟବସାୟ ଧରାପଡ଼ିଛି । ଦେହ ବ୍ୟବସାୟରେ ସମ୍ପୃକ୍ତ ରହିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଦେହ ବ୍ୟବସାୟ ହେଉଥିବା…