Latest Odisha News

BREAKING NEWS

ରାମସେଙ୍କ ଅଭ୍ୟାସ ଆରମ୍ଭ, କ୍ୱାରେଣ୍ଟାଇନରେ ରୋନାଲ୍ଡୋ

ମିଲାନ-ପର୍ତ୍ତୁଗାଲର ଆରୋନ୍ ରାମ୍‌ସେ ପ୍ରଥମ ଜୁଭେଣ୍ଟସ ଖେଳାଳି ଭାବେ ଟ୍ରେନିଂ ପାଇଁ ତୁରିନ୍ ସ୍ପୋର୍ଟ୍ସ ସେଣ୍ଟରକୁ ଆସିଛନ୍ତି । ଅନ୍ୟପକ୍ଷରେ ଇଟାଲୀକୁ ଫେରିବା ପରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଦୁଇ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ଅଛନ୍ତି । କରୋନା ଭାଇରସ୍ ଲକ୍‌ଡାଉନ୍ ଯୋଗୁ…

ଜଗତସିଂହପୁରକୁ ଡେଇଁଲା କରୋନା, ୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନୂଆ ଜିଲ୍ଲା ଜଗତସିଂହପୁରକୁ ଡେଇଁଲା କରୋନା । ରାଜ୍ୟରେ ପୁଣି ଆଉ ନୂଆ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଜଗତସିଂହପୁରର ନାଉଗାଁ ଅଂଚଳର । ଏମାନେ ସମସ୍ତେ ୨୬, ୩୨, ୩୦ ଓ ୪୭ ବର୍ଷୀୟ ପୁରୁଷ । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଓ ଅନ୍ୟ ଜଣେ ସେହି…

ଚାଷୀଙ୍କୁ ନାହିଁ ଲକ୍‌ଡ଼ାଉନ କଟକଣା: କରିପାରିବେ କୃଷିକାର୍ଯ୍ୟ

ଭୁବନେଶ୍ୱର: କରୋନା ଲକ୍‌ଡ଼ାଉନର ପ୍ରକୋପ ସାରା ରାଜ୍ୟକୁ ଘାରିଥିବାବେଳେ କୃଷିକାର୍ଯ୍ୟ ଉପରେ କୌଣସି କଟକଣା ନଥିବା ରାଜ୍ୟ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୁଚନା ଦେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବିନା ଦ୍ୱନ୍ଦ୍ୱରେ କୃଷି ଓ ଅନ୍ୟ ଆନୁଷଙ୍ଗିକ…

୩ ମାସରେ ୱାଲ୍ଟ ଡିଜନୀ କମ୍ପାନୀ ୧୦ ହଜାର କୋଟି କ୍ଷତି ସହିଲାଣି

ଶାଂଘାଇ: ୱାଲ୍ଟ ଡିଜନୀ କମ୍ପାନୀକୁ ଏହି ୩ ମାସ ମଧ୍ୟରେ ୧.୪ ବିଲିୟଦ ଡଲାର (୧୦, ୬୧୧କୋଟି) କ୍ଷତି ସହିଲାଣି । କରୋନା ଭାଇରସ ଯୋଗୁ କମ୍ପାନୀ କ୍ଷତି ସହୁଛି । ଶାଂଘାଇ, ଟୋକିଓ, ଆମେରିକା ଓ ଫ୍ରାନ୍ସରେ କମ୍ପାନୀର ପାର୍କଗୁଡିକ ବନ୍ଦ ରହିଛି । ମେ ୧୧ରୁ କମ୍ପାନୀ ଶାଂଘାଇରେ ପାର୍କ ଖୋଲିବା…

ଯାଜପୁରରେ ସ୍ଥିତି ଅନୁଧ୍ୟାନ କଲେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି

ଯାଜପୁର: ଯାଜପୁର ଗସ୍ତରେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି । ସେ ଆଜି ଯାଜପୁରରେ ପହଂଚି ପ୍ରଥମେ କୋରୋନାର ହଟସ୍ପଟ ପାଲଟିଥିବା ଦଶରଥପୁର ବ୍ଳକର କଟିକଟା ପଞ୍ଚାୟତକୁ ଯାଇଥିଲେ । ସେଠାରେ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ କ୍ୱାରେଂଟିନ କେନ୍ଦ୍ରକୁ ମଧ୍ୟ ଯାଇଥିଲେ କ୍ଷ…

ସେନା ଗୁଳିରେ ଟଳିଲା ହିଜବୁଲ ମୁଜାହୁଦ୍ଦିନ କମାଣ୍ଡର ରିଆଜ ନାଇକୋ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ଧରଣର ସଫଳତା । ସେନା ଗୁଳିରେ ପ୍ରାଣ ହରାଇଳା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ହିଜବୁଲ ମୁଜାହୁଦ୍ଦିନ କମାଣ୍ଡର ରିଆଜ ନାଇକୋ । ତା’ସହ ଅନ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ତେବେ ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ…

ମୋଦୀଙ୍କୁ ସୋନିଆଙ୍କ ପ୍ରଶ୍ନ, ମେ’ ୧୭ ପରେ କ’ଣ ହେବ?

ନୂଆଦିଲ୍ଲୀ: ଲକଡାଉନ୍‌ ୩.୦ ତଥା ମେ’ ୧୭ ପରେ କ’ଣ ହେବ । କିଛି ଏଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି । କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସୋନିଆ ପ୍ରଶ୍ନ କରିଛନ୍ତି, ଆସନ୍ତା ୧୭ ତାରିଖ ପରେ କ’ଣ ହେବ ।…

ଲକଡାଉନ ଯୋଗୁଁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର : କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ…

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଜଣେ କରୋନା ପଜିଟିଭ । One patient from Balasore has recovered and tested…

ଚିନ୍ତା ବଢ଼ାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା, ଯାଜପୁରରୁ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରୁର ଚିହ୍ନଟ ହୋଇଛନ୍ତି ଏହି ଆକ୍ରାନ୍ତ ଜଣକ । ସେ ଜଣେ ୫୭ ବର୍ଷୀୟ ପୁରୁଷ । ସେ ପଶ୍ଚିମବଙ୍ଗ ଫେରନ୍ତା, ତାଙ୍କୁ କ୍ୱାରେଂଟିନ୍‌ରେ ରଖାଯାଇଥିଲା । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ…