ଦିଲ୍ଲୀ ସରକାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଲା
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ କରୋନା ଆକ୍ରାନ୍ତ ଥିବା ବେଳେ ଅନ୍ୟମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା । ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀ ଏବେ ସେମାନଙ୍କ…