Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଧିରେଧିରେ ଜଳସ୍ତର କମୁଥିବା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ୧୦ଟି ଗେଟକୁ ବନ୍ଦ କରିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବା ଯୋଗୁଁ ପ୍ରାୟ ୧୦ଟି ଗେଟ୍ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ…

ଏସିଆ ଅଣ୍ଡର୍-୨୦ ମହିଳା ରଗବୀ ସ୍କ୍ୱାଡରେ ସ୍ଥାନ ପାଇଲେ ଓଡିଶାର ୫ ଖେଳାଳୀ

ଭୁବନେଶ୍ୱର: ଲାଓସ୍ ଭିଏଣ୍ଟିନେଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଅଣ୍ଡର୍-୨୦ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଟିମରେ ଓଡିଶାରୁ ପ୍ରାୟ ୫ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ୭ ଦିନିଆ ଶୃଙ୍ଖଳା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ବାଳିକା ଦଳରେ…

ଆଜି ରାଜୀବ ଗାନ୍ଧୀଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୫ତମ ଜୟନ୍ତୀ । ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ରାଜୀବଙ୍କ…

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର୍ ହେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ନିଯୁକ୍ତ ହୋଇଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମହାନ୍ତି ଏବେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୨୦ ରିଖ ମଙ୍ଗଳବାର ସିଂହ ୦୪ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ…

ଦେବଦୂତ ସାଜିଲେ ବାୟୁସେନାର ଯବାନ, ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ : ମଝି ଦରିଆରେ ଫସି ରହିଥିଲେ ଦୁଇ ମତ୍ସ୍ୟଜୀବୀ । ପାଣିର ସ୍ରୋତ ଏତେ ପ୍ରଖର ଥିଲା କିଛି କ୍ଷଣରେ ଲୋକ ଦୁଇଜଣଙ୍କୁ ଭାସାଇ ନେବା ଭଳି ମନେ ହେଉଥିଲା । ପାଣିର ତେଜ ଦେଖି ମତ୍ସ୍ୟଜୀବୀ ଦ୍ୱୟ ବଞ୍ଚିବାର ଆଶା ମଧ୍ୟ ଛାଡି ସାରିଥିବେ । ଏତେ ପ୍ରଖର ସ୍ରୋତ ମୁଁହରୁ କେହି ଆସି…

ଜଗା-କାଳିଆଙ୍କୁ ଚିକିତ୍ସା କରିବେ ଏସସିବିର ଏକ ସ୍ୱତନ୍ତ୍ର ଟିମ୍

କଟକ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିବା ଯାଆଁଳା ଶିଶୁ ଜଗା-କାଳିଆ ସେଠାରୁ ଡ଼ିସଚାର୍ଜ ହେବାପରେ କଟକ ଏସସିବିର ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଚିକିତ୍ସା କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି । କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏମରଜେନ୍ସି ଅଧିକାରୀ ଡ଼ାଃ ଭୁବନାନନ୍ଦ ମହରାରଣା…

ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ପୂର୍ବତନ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀଙ୍କୁ ଏହି ପଦରେ ନିଯୁକ୍ତି…