Latest Odisha News

BREAKING NEWS

ବିଜେଡି ନେତା ସୁବାସ ଚୌହ୍ୱାନ ଗୁରୁତର, ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ପକ୍ଷରୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିବା…

ଆରପାରିରେ ପୂର୍ବତନ ବିଧାୟକ ହରପ୍ରସାଦ ମହାପାତ୍ର

ଭୁବନେଶ୍ୱର: ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ବୁଧବାର ଦିନ ଆଖି ବୁଜିଛନ୍ତି ପୂର୍ବତନ ବିଧାୟକ ହରପ୍ରସାଦ ମହାପାତ୍ର । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ୯୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୧୯୬୭ ଏବଂ ୧୯୭୭୧ ଯାଏଁ ସୋର ବିଧାନସଭା ନିର୍ବାଚନମଣ୍ଡଳୀରୁ…

ଇଟାଲୀ ଉଦ୍ଭାବନ କଲା କୋଭିଡ୧୯ ଟୀକା: ମଣିଷ ଦେହରେ କାମ କରୁଥିବା ନେଇ ଦୃଢୋକ୍ତି ପ୍ରକାଶ !

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟୀକା ଉଦ୍ଭାବନ କରିଥିବା ଦାବି କରିଛି ଇଟାଲୀ । ଏହା ପୃଥିବୀର ପ୍ରଥମ କରୋନାଭାଇରସ୍ ଟିକା ଯାହା ସଫଳତାର ସହ ସହ ମଣିଷ ଉପରେ କାର୍ଯ୍ୟ କରୁଥିବା ଦାବି କରିଛି ଇଟାଲୀ। ଇଟାଲୀର ଏକ ନ୍ୟୁଜ ଏଜେନ୍ସି ଏଏନଏସଏ ରେ ଏହି ଖବର ପ୍ରକାଶିତ ହୋଇଛି ।…

ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶବ୍ୟାପି ବଳବତ୍ତର ରହିଛି ଲକଡାଉନ । ଏହାମଧ୍ୟରେ ରାଜସ୍ୱ ବୃଦ୍ଧି ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବଢାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି…

ରାଜ୍ୟରେ ୧୭୭ ଛୁଇଁଲା ମାମଲା: କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜାଣନ୍ତୁ

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା ଭୂତାଣୁ । ରାଜ୍ୟର ୧୬ ଟି ଜିଲ୍ଲାରେ ଏହା ନିଜର କାୟା ବିସ୍ତାର କରିଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆସନ୍ତୁ ଜାଣିବା..…

କରୋନା ଅପଡେଟ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩ ହଜାର ନୂଆ ଆକ୍ରାନ୍ତ, ୧୨୬ ମୃତ !

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୯,୩୯୧ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । Total number of…

ପଜିଟିଭ ଚିହ୍ନଟ ହୋଇଛନ୍ତି ଗଞ୍ଜାମର ୪ ସୁରତ ଫେରନ୍ତା; ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଲା

ବ୍ରହ୍ମପୁର: ସୀମା ସିଲ ତଥା ସର୍ବସାଧାରଣରେ ଛେପ ପକାଇବା ଉପରେ ରୋକ ଲାଗିବାରେ ଗଞ୍ଜାମ ଥିଲା ପ୍ରଥମ ଜିଲ୍ଲା। କରୋନାଭାଇରସଠୁ ଜିଲ୍ଲାବାସୀଙ୍କୁ ଦୂରରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେଇଥିଲା ଏବଂ ସୁରତରୁ ପ୍ରବାସୀ ଓଡ଼ିଆ ଫେରିବା ପର୍ଯ୍ୟନ୍ତ ଏହା ସଫଳ…

ସଂସ୍କୃତିକୁ ନଷ୍ଟ କରୁଛି କିଏ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଏ ଦୁନିଆରେ କେହି ବି ଶତ ପ୍ରତିଶତ ଠିକ ନୁହଁନ୍ତି। ସମସ୍ତଙ୍କ ଭିତରେ ସିମୀତତା ଅଛି। ସମସ୍ତେ ସୀମିତତାକୁ ନେଇ ଆଗକୁ ବଢନ୍ତି। ସେମିତି ଏ ଦୁନିଆରେ କେହି ବି ପ୍ରଶ୍ନର ଉର୍ଦ୍ଧ୍ବରେ ନୁହଁନ୍ତି। ଏପରିକି ଭଗବାନ ବି ନୁହଁନ୍ତି। ଅସଲ…

ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାଭାଇରସ୍ ଓଡିଶାରେ ନେଇଛି ଆଉ ଏକ ଜୀବନ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି । ୭୭ ବର୍ଷୀୟ ଏହି ମୃତ ବ୍ୟକ୍ତିଙ୍କ ଘର ଭୁବନେଶ୍ୱରର ମଧୁସୂଦନ ନାଗରରେ ବୋଲି କୁହାଯାଇଛି। ଆହୁରି ମଧ୍ୟ ଏହି ଟ୍ୱିଟରେ ଉଲ୍ଲେଖ ଅଛି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୫-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇା ତା ୬ ରିଖ ବୁଧବାର ମେଷ ୨୪ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ  ଚତୁର୍ଦ୍ଦଶୀ ତିଥି ଚିତ୍ରା ନକ୍ଷତ୍ର ତୁଳା  ଚନ୍ଦ୍ର  ଘାତ ବାର-: କର୍କଟ   ରାଶିର ଆଜିର ମହତ୍ତ୍ୱ -: ମହାପ୍ରଭୁ ନୃସିଂହଙ୍କ ଜନ୍ମ ଆଜି:…