ଓଡ଼ିଶାର ପାରା ବ୍ୟାଡ଼ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ: ଘୋଷିତ ହୋଇଛି ଦେଶର ସମ୍ମାନଜନକ ତଥା ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ତାଲିକା । ଓଡ଼ିଶାର ଉଦୀୟମାନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଦେଶର ସମ୍ମାନଜନକ ଅର୍ଜୁନ ପୁରସ୍କାର । ଏହି ଖବର ପାଇବା ମାତ୍ରେ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ବାତାବରଣ…