ଜାଣନ୍ତିକି, ଆମେରିକାର ଜାତୀୟ ପତାକା ଡିଜାଇନ କରିଥିଲା ଏକ ସ୍କୁଲପିଲା!
ଜାତୀୟ ପତାକା ଗୋଟେ ଦେଶର ପରିଚୟ ହୋଇଥାଏ । ଏହାସହ ଯୋଡି ରହିଥାଏ ଦେଶର ଗୌରବମୟ ଇତିହାସ । ନିଜ ଦେଶର ଜାତୀୟ ପତାକା ପାଇଁ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଭରିଥାଏ ଅଜସ୍ର ସମ୍ମାନ ଓ ଶ୍ରଦ୍ଧା ।
ମାତ୍ର ଆପଣ ଜାଣନ୍ତି କି ଆମେରିକା ଭଳି ଏକ ବିଶାଳ ରାଷ୍ଟ୍ରର ଜାତୀୟ ପତାକା ଡ଼ିଜାଇନ…