Latest Odisha News

BREAKING NEWS

କୋଭିଡ୧୯: ଭାରତରେ ୩୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ  

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୫,୦୪୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୪୩ ଛୁଇଁଲା

ଭୁୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ବାଲେଶ୍ବର ସହରର…

ଯାଜପୁରରେ ଗୋଟିଏ ଦିନରେ ୧୭ ପଜିଟିଭ: ଦଶରଥପୁରରେ ମେ ୧୩ ଯାଏଁ ବଢ଼ିଲା କଣ୍ଟେନମେଣ୍ଟ ଜୋନ ଅବଧି

ଯାଜପୁର: ଯାଜପୁର ଜିଲ୍ଲାରେ ଗୁରୁବାର ଦିନ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ଏଠାରେ କଟକଣାକୁ ଆହୁରି ବଢ଼ାଇ ଦିଆଯାଇଛି। ପୂର୍ବରୁ ଦଶରଥପୁର ବ୍ଲକର କିଛି ଗାଁ କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହି…

‘ମଇ ଦିବସ’ର ମହନୀୟତା…

୧୮୮୧ ମସିହାରେ ଆମେରିକା ଶ୍ରମିକମାନଙ୍କର ଫେଡରେସନ ଗଠିତ ହୋଇଥିଲା । ତାର ମାତ୍ର ୨ ବର୍ଷ ପୂର୍ବରୁ ଏଡିସନ ବିଜୁଳି ଉଦ୍ଭାବନ କରିଥିଲେ । ଠିକ ତାର ୫ ବର୍ଷ ପୂର୍ବରୁ ଟେଲିଫୋନ ଉଦ୍ଭାବନ ହୋଇଥିଲା । ସେତେବେଳେ ଅଟୋ, aeroplane, ରେଡ଼ିଓ,ଟେଲିଭିଜନ, aircondition, computer, calculater…

କାହିଁକି ଓ କେବେଠୁ ପାଳନ ହୁଏ ଶ୍ରମିକ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ମେ ମାସ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ । ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା…

ଧ୍ୱଂସ ଅଭିମୁଖେ ଆମେରିକାର ଅଶୋଧିତ ତୈଳ ଶିଳ୍ପ; ବନ୍ଦ ହେବାକୁ ବସିଛି ଅନେକ ଉତ୍ପାଦନ ସଂସ୍ଥା !

ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ବୁଧବାର ଦିନ କିଛି  ମାତ୍ରାରେ ବୃଦ୍ଧି ଘଟିଛି। ଉଭୟ ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ଏବଂ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ଭବିଷ୍ୟତରେ ବୃଦ୍ଧି ପାଉଛି। ବୁଧବାର ସକାଳେ, ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ଫ୍ୟୁଚର ବ୍ୟାରେଲ ପିଛା ୧୧.୯୯ ପ୍ରତିଶତ କିମ୍ବା ୧.୫୦ ଡଲାରରେ…

ଆମେରିକାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଦୁଇ ହଜାର ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାରରେ…

ଭୁଲରେ ଅନ୍ୟର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି କି? ଜାଣନ୍ତୁ କିପରି ଫେରିପାଇବେ

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗରେ ଟେକ୍ନୋଲୋଜି ସବୁକିଛି ବଦଳାଇ ଦେଇଛି। ଟେକ୍ନୋଲୋଜି ଯୋଗୁଁ କଠିନ କାମ ମଧ୍ୟ ସହଜ ହୋଇଯାଇଛି | ଏହା ବ୍ୟାଙ୍କିଙ୍ଗ୍ ସେବାକୁ ମଧ୍ୟ ସହଜ କରିଛି ଯେଉଁଥିରେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଅନଲାଇନ ବ୍ୟାଙ୍କିଙ୍ଗ୍ ଅନ୍ତର୍ଭୁକ୍ତ | ଆଜିର ସମୟରେ, ଡିଜିଟାଲ୍…

ରୟାଲ୍ ଏନଫିଲ୍ଡ କ୍ଲାସିକ୍ ୩୫୦ କମ୍ପାନୀର ସର୍ବୋତ୍ତମ ବିକ୍ରୟ ବାଇକ୍, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ରୟାଲ୍ ଏନଫିଲ୍ଡ ସର୍ବୋତ୍ତମ ବିକ୍ରୟ ବାଇକ୍ କ୍ଲାସିକ୍ ୩୫୦: ଯେତେବେଳେ ବି ପ୍ରଦର୍ଶନ ବାଇକ୍ ବିଷୟରେ ଆଲୋଚନା ହୁଏ, ରୟାଲ୍ ଏନଫିଲ୍ଡର ଶକ୍ତିଶାଳୀ ବାଇକ୍ ବିଷୟରେ ଉଲ୍ଲେଖ କରିବା ସ୍ୱାଭାବିକ | ଗତ କିଛି ବର୍ଷ ମଧ୍ୟରେ, କମ୍ପାନୀ ବଜାରରେ ଅନେକ ନୂତନ ମଡେଲ ଆଣିଛି, ଯେଉଁଥିରେ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ନସିରୁଦ୍ଧିନ ଶାହା? ଜାଣନ୍ତୁ କ’ଣ କହିଲେ ସେ…  

ମୁମ୍ବାଇ: ବଲିଉଡ ଗତ ୨ ଦିନରେ ଦୁଇଟି ଦିଗଜ୍ଜ କଳାକାରଙ୍କୁ ହରାଇଛି । ସିନେ ଜଗତର ଦୁଇ ଶ୍ରେଷ୍ଠ ଅଭିନେତା - ଇରଫାନ୍ ଖାନ୍ ଏବଂ ରିଷି କପୁରଙ୍କୁ ହରାଇଛି ବଲିଉଡ । ଯାହା ଇଣ୍ଡଷ୍ଟ୍ରି ଏବଂ ସିନେମା ପ୍ରେମୀମାନଙ୍କୁ ଏକ ବଡ଼ ଧକ୍କା । ତେବେ ଏହି ଦୁଃଖ ମଧ୍ୟରେ ଆଉ ଏକ ଖବର ଗୁରୁବାର ସନ୍ଧ୍ୟାରେ…