Latest Odisha News

BREAKING NEWS

ପ୍ରାୟ ୧୨ କୋଟିର ଜିଏସଟି ଚୋରି କରି ଗିରଫ ହେଲେ ଓଡିଶା ବ୍ୟବସାୟୀ

ବଲାଙ୍ଗୀର: ଏକ ମିଳିତ ପ୍ରବର୍ତ୍ତନ ଟିମ ଗୁରୁବାର ଦିନ ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲସର ମାଲିକ ତ୍ରିଥାଙ୍କରଙ୍କୁ ୧୨.୮୪ କୋଟି ଟଙ୍କା ପର୍ଯ୍ୟନ୍ତ ଜିଏସଟି ଚୋରି ଅଭିଯୋଗରେ ଗିରଫ କରିଛି । ଗିରଫ ପରେ ତାଙ୍କୁ ଟିଟିଲାଗଡ଼ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଅଦାଲତ…

‘ଦହି ପୋଟଳ’

ଘରେ ପ୍ରସ୍ତୁତ କରନ୍ତୁ 'ଦହି ପୋଟଳ' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ପୋଟଳ – ୫୦୦ ଗ୍ରାମ, ବଟା ହୋଇଥିବା (ପିଆଜ,ଅଦା,ରସୁଣ ), ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଲୁଣ – ଆବଶ୍ୟକ ଅନୁଯାୟୀ , ଦହି – ୧କପ , କଟା ଧନିଆ…

ଜିଓମି ଟିଭିରେ ଉପଲବ୍ଧ ହେବ ‘ଜିଓ ସିନେମା’ ଆପ

ଭୁବନେଶ୍ୱର: ଜିଓମିର ଏମ୍. ଆଇ ସ୍ମାର୍ଟ ଟିଭିରେ ଲୋକପ୍ରିୟ 'ଜିଓ ସିନେମା ଭିଡିଓ ଷ୍ଟ୍ରିମିଙ୍ଗ' ସେବା ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା କମ୍ପାନୀ ଟ୍ୱିଟରରେ ଘୋଷଣା କରିଛି । ଜିଓ ସିନେମାରେ ଟେଲିଭିଜିଅନ ଶୋ', ସ୍ପୋର୍ଟସ ଟେଲିକାଷ୍ଟ, ସିନେମା, ଡକ୍ୟୁମେଣ୍ଟଟାରି, ଟେଲର ଏବଂ…

ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି

ଭୁବନେଶ୍ୱର: ଓଡ଼ିଶା ଡ଼ିଜିପି ପଦବୀରୁ ଗୁରୁବାର ଦିନ ବିକେ ଶର୍ମାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବା ପରେ ଆଇପିଏସ ଅଧିକାରୀ ଆର୍ ପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୁର୍ନୀତି ଉପରେ ରୋକ ଲଗାଇବା ଲାଗି ମଙ୍ଗଳବାର ଦିନ ଲୋକାୟୁକ୍ତ ଚୟନ କମିଟିର…

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଅଧ୍ୟାପକଙ୍କ ଗଳିତ ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମାଣିକନଗର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଗୁରୁବାର ଦିନ ପୋଲିସ ଏକ କଲେଜ ଅଧ୍ୟାପକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ଭଦ୍ରକ ଜିଲ୍ଲାର ରାଜେନ୍ଦ୍ର ଭୂଇଁଆ ବୋଲି ଜଣାପଡିଛି । ମୃତ ରାଜେନ୍ଦ୍ର ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ଫିଜିକ୍ସ…

ନିଜ ବାଡ଼ିରେ ଲଗାନ୍ତୁ ଏହି ସବୁ ଗଛ, ଘରେ ଭରିଯିବ ସୁଖ, ଶାନ୍ତି ଓ ସମୃଦ୍ଧି

ପରିବାରର ସୁଖଶାନ୍ତି ବଜାୟ ରହୁ ବୋଲି କିଏବା ନଚାହେଁ ! ଘର ଧନଧାନ୍ୟରେ ପୁରି ଉଠୁ, ଘରକୁ ସମସ୍ୟା ନ ଆସୁ ବୋଲି ସମସ୍ତେ ଚାହାଁନ୍ତି । ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ…

ନୂଆପଡ଼ା: ଗାଁ’ରେ ମାତିଲେ କଲରାପତରିଆ ବାଘ, ଲୋକେ ଆତଙ୍କିତ

ନୂଆପଡା: ନୂଆପଡା ଜିଲ୍ଲା ମୁସରିଙ୍ଗି ବନଖଣ୍ଡରେ ଥିବା ଏକ ପାହାଡ଼ ଉପରେ ଗୁରୁବାର ଦିନ ହଳେ କଲରାପତରିଆ ବାଘକୁ ଗ୍ରାମବାସୀମାନେ ଦେଖିବା ପରେ ସ୍ଥାନୀୟ ଗ୍ରାମରେ ଖେଳି ଯାଇଛି ଆତଙ୍କ । ଖବରପାଇ ରେଞ୍ଜ ଅଫିସର ଅସିତ ଦାସ ଓ ଅନ୍ୟ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘ ଦୁଇଟିକୁ…

ଉଡାଣ

ଉଡାଣ ବେବିନା ରଥ ନିଜେ ନିଜକୁ ବାନ୍ଧିଥାଏ ବୋଲି ତ ଉଡି ପାରେନା । ଯେତେବେଳେ ଜହ୍ନ ଯାଇଥାଏ ତା ମାମୁଁଘରକୁ ତାରାମାନେ ଘୁମେଇଁ ପଡିଥାନ୍ତି ମେଘ ଉହାଡରେ ସେତେବେଳେ ମୁଁ ଆକାଶ ସହିତ କଥା ହୁଏ ଆକାଶ ପଚାରେ ଉଡିବୁ? ମୁଁ କିଛି କହେନି । ନିଜଠୁଁ ଫିଟିଲେ ତ ଉଡିବି! ବିନା…

ଦିଲ୍ଲୀ ଗଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଚାହାନ୍ତି । ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର ସଂସ୍କୃତି, ପରମ୍ପରା ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଆମ ଦେଶ ଭାରତ ଏକ ଐତିହ ଓ ପରମ୍ପରା ସମ୍ପନ୍ନ ରାଷ୍ଟ୍ର । ଏହାର ପ୍ରତ୍ୟେକଟି ସ୍ଥାନ ପ୍ରତିପାଦନ କରେ ଏହି…

ରେକର୍ଡ଼ ଭାଙ୍ଗିଲା ସୁନାର ଦର, ଗୋଟିଏ ଦିନରେ ବଢ଼ିଲା ୧୦୦୦ ଟଙ୍କା

ଭୁବନେଶ୍ୱର: ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର। ଭାରତୀୟ ବଜାରରେ ଗୁରୁବାର ଦିନ ସୁନା ଦର ସବୁ ରେକର୍ଡ ଭାଙ୍ଗି ପହଞ୍ଚିଛି ୩୮ ହଜାରରେ । ଏକ ସପ୍ତାହ ଧରି ସୁନା ଦର ବଢ଼ିବାରେ ଲାଗିଥିଲା । ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି…