Latest Odisha News

BREAKING NEWS

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଯଦି ମହାମାରୀ କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଶିଶୁ ଶୋଇଥିଲା ଛାତି ଉପରେ, ମା’ ଥିଲା ଆରପାରିରେ !

ଭୁବନେଶ୍ୱର: ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଫଟୋ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ହାତରେ ଲାଗିଥିଲା । ଆରମ୍ଭ ହୋଇଥିଲା ଛାନ୍‌ଭିନ୍ । ସାମ୍ନାକୁ ଆସିଥିଲା ଏକ ସୁପରିକଳ୍ପିତ ମିଥ୍ୟା ଗୁଜବର ହୃଦୟ ବିଦାରକ ଘଟଣା । ଭାଇରାଲ୍ ହୋଇଥିବା ଏହି ଫଟୋରେ ଜଣେ ମହିଳା କାଚ କିମ୍ବା ପଲିଥିନ୍ ସଦୃଶ…

କରୋନା ପ୍ରଭାବିତ ରାଜ୍ୟରେ ଜାରି ରହୁ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ଅଧିକ କରୋନା ପ୍ରଭାବିତ ଅଂଚଳରେ ଜାରି ରହୁ ଲକଡାଉନ୍ । ଆଉ ଯେଉଁଠି କମ୍ ମାମଲା ରହିଛି ସେହି ସବୁ ରାଜ୍ୟ ତଥା ଜିଲ୍ଲାରେ ତାଲାବନ୍ଦ କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ଦେଶର ସମସ୍ତ ରାଜ୍ୟର…

ବୋର୍ଡ କାର୍ଯ୍ୟାଳୟରୁ ରାଜ୍ୟର ବିଭିନ୍ନ ଜୋନକୁ ପଠାଗଲା ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ

କଟକ: କଟକ-ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜୋନକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ ପଠା ଯାଇଛି । ଏକ ସ୍ୱତନ୍ତ୍ର ଗାଡି ଯୋଗେ ବିଭିନ୍ନ ଜୋନକୁ ସ୍ବତନ୍ତ୍ର ଗାଡିରେ ବହି ପଠା ଯାଇଥିବା ସୂଚନା। ଓଡିଶାରେ ଲକଡାଉନ୍ ହଟିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ପାଠ୍ୟ ପୁସ୍ତକ ବିକ୍ରୟ ଉପରେ…

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହୋଇପାରେ କରୋନା ଟେଷ୍ଟ !

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ରାଜଭବନର ୪ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜାଣାପଡିବା ପରେ ଆଗୁଆ ପଦକ୍ଷେପ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର କରୋନା ଟେଷ୍ଟ କରାଯାଇପାରେ । ଏଥିପାଇଁ ଅନୁମତି ମଗାଯାଇଥିବା ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ…

୧୫ ହଜାର ବସ୍‌ରେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଟ୍ରେନ୍ କିମ୍ବା ଏୟାରଲାଇନ୍ସ ନଖୋଲିଲେ ଅନ୍ୟ ରାଜ୍ୟକୁ ବସ୍ ପଠାଯିବ । ବସ୍‌ରେ ଆସିବେ ପ୍ରବାସୀ ଓଡ଼ିଆ । ଏଥିପାଇଁ ଆମେ ବସ୍ ପଠେଇବୁ ବୋଲି ସୂଚନା ଦେଇଛନ୍ତି ପରିବହନ…

ଯାଜପୁରରେ ଆରମ୍ଭ ହେଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାର ୫ଟି ବ୍ଲକ ଏବଂ ଯାଜପୁର ପୌରପାଳିକାରେ ଆଜି ଦିନ ୧୨ ଟାରୁ ଆରମ୍ଭ ହୋଇଛି କଣ୍ଟେନମେଣ୍ଟ କଟକଣା । କୋରୋନା ନିୟନ୍ତ୍ରଣ ପାଇଁ ରବିବାର ଦିନ ଏହି ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଆଜି ସକାଳୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡିକରେ…

ମୋ ମତରେ ଆହୁରି ମାସେ ବଢ଼ୁ ଲକଡାଉନ୍‌: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆହୁରି ମାସେ ବଢ଼ୁ ଲକଡାଉନ୍ । ମୋ ମତରେ ତାଲାବନ୍ଦ ଆହୁରି ମାସେ ହେବା ଦରକାର ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବାହାର…

ଲକଡାଉନ ଅବଧି ବଢିବା ସପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ତଥା ଦେଶବ୍ୟାପୀ ଲକଡାଉନ ଜାରି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ରାଜ୍ୟ ମର୍ଯ୍ୟାଦା ସହ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ପ୍ରସିଦ୍ଧ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଇହଲୀଳା ସମ୍ବରଣ କରିଛନ୍ତି ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ର । ଆଜି ରାଜ୍ୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ରବିବାର ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ…