Latest Odisha News

BREAKING NEWS

ଭାରତୀୟ ରାଷ୍ଟ୍ର୍ରଦୂତ ଅଜୟ ବିସାରିଆଙ୍କୁ ବହିଷ୍କାର କଲା ପାକିସ୍ତାନ

ଇସଲାମାବାଦ: ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗ ନେଇ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧାତ୍ମକ ପନ୍ଥା ଅବଲମ୍ବନ କରୁଛି । ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ । Pak downgrades diplomatic relations with India, suspends bilateral trade…

ଚର୍ମରୋଗ ପାଇଁ ଚିନ୍ତିତ ଥିଲେ , ଆପଣନ୍ତୁ ଏହି ଘରୋଇ ଉପଚାର

ବେଳେବେଳେ ଅନେକ ଔଷଧ ଖାଇବା ପରେ ମଧ୍ୟ ଚର୍ମ ରୋଗ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳେ ନାହିଁ। ତେବେ କିଛି ଘରୋଇ ଆପଣାଇବା ଦ୍ବାରା ଏସବୁ ଚର୍ମରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ। ଜାଣନ୍ତୁ କଣ ସବୁ ଏହି ଘରୋଇ ଉପଚାର ହଳଦୀ- ହଳଦୀ କେବଳ କାଛୁ କୁଣ୍ଡିଆ ନୁହଁ ଏହା ସହ ତ୍ବଚା…

ଚିକେନ ଲଲିପପ୍

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲଲିପପ୍ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ: ଚିକେନ (ଲେଗ୍ ପିସ୍) – ୬, ଅଣ୍ଡା – ୧, କର୍ଣ୍ଣଫ୍ଲୋର – ୧ କପ, ରସୁଣ ପେଷ୍ଟ – ୧ ଚେବୁଲ ଚାମଚ, ଅଦା ପେଷ୍ଟ – ୧ ଚାମଚ, ଲୁଣ – ଏକ ଚାମଚ, ତେଲ – ଡିପ୍ ଫ୍ରାଇ କରିବା…

ରିଲିଜ୍ ଅପେକ୍ଷାରେ ‘ନାୟକର ନାଁ ଦେବଦାସ’…

ଭୁବନେଶ୍ୱର: ଓଡ଼ିଆ ଭାଷାରେ ତିଆରି ହେଉଛି ଦେବଦାସ ଚଳଚ୍ଚିତ୍ର । ଯାହାର ନାମ ରଖ ଯାଇଛି 'ନାୟକର ନାଁ ଦେବଦାସ' । ଆସନ୍ତା ୯ ତାରିଖରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ଏହି ଚଳଚ୍ଚିତ୍ରରେ ପାରୋ ଚରିତ୍ରରେ ଭୂମିକା ଦାସ ଅଭିନୟ କରୁଥିବା ବେଳେ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି…

ଦେଶର ‘ଶ୍ରେଷ୍ଠ ୧୦ଟି ପୋଲିସ ଷ୍ଟେସନ’ ମଧ୍ୟରେ ଓଡ଼ିଶାର କେଉଁ ଥାନା ରହିଛି, ଜାଣନ୍ତୁ

କଟକ: ନିକଟରେ ‘ଆନୁଆଲ୍ ର‌୍ୟାଙ୍କିଂ ଅଫ ପୋଲିସ୍ ଷ୍ଟେସନ୍ସ - ୨୦୧୮’ ପ୍ରକାଶିତ ହୋଇଛି । ଏହି ସଦ୍ୟ ପ୍ରକାଶିତ ର‌୍ୟାଙ୍କିଂରେ ଦେଶର ଶ୍ରେଷ୍ଠ ୧୦ଟି ପୋଲିସ ଷ୍ଟେସନ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଏକ ଥାନା । ସୋନପୁର ଜିଲ୍ଲାର ତରଭା ଥାନା ଭାରତର ଏହି ଶ୍ରେଷ୍ଠ ୧୦ଟି ଥାନା ମଧ୍ୟରେ ସ୍ଥାନ…

‘ୟୁନିସେଫ’ର ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ ହେଲେ ହିମା ଦାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ପ୍ରିଣ୍ଟର୍ ହିମା ଦାସଙ୍କୁ ୟୁନିସେଫ ପ୍ରଥମ ଯୁବ ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ କରିଛି । ହିମାଙ୍କ ଏହି ନିଯୁକ୍ତି ଭାରତୀୟ କ୍ରୀଡ଼ାଜଗତକୁ ଗୌରବାନ୍ୱିତ କରିାପାରିଛି । ଏସମ୍ପର୍କରେ ୟୁନିସେଫ୍ ପକ୍ଷରୁ ଟ୍ୱିଟ୍…

ରାଉରକେଲାରେ ଧରାପଡିଲା କ୍ରିକେଟ୍ ବେଟିଂ ର‌୍ୟାକେଟ୍, ୫ ଗିରଫ

ରାଉରକେଲା: ରାଉରକେଲାର ବାସନ୍ତି କଲୋନୀ ଅଞ୍ଚଳରେ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରିକେଟ୍ ବେଟିଂ ର‌୍ୟାକେଟ୍ ଠାବ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଉଦିତ୍ ନଗର ଅଞ୍ଚଳର ଉମା ସିଂହ, ବ୍ରାହ୍ମଣୀତରଙ୍ଗର ମନପ୍ରିତ ସିଂହ ଓ ପ୍ଲାଣ୍ଟ…

ଆଇପିଏସ୍ ବିଜୟ କୁମାର ଶର୍ମା ଭାରପ୍ରାପ୍ତ ପୋଲିସ ଡ଼ିଜି ଓ ଏଚଓପିଏଫ ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୋଲିସ ଡ଼ିଜି ଓ ପୋଲିସ ଫୋର୍ସ (ଏଚଓପିଏଫ) ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା ଡ଼ିଜିପି ଆର୍ ପି ଶର୍ମା ରାଜ୍ୟ ଲୋକାୟୁକ୍ତର ସଦସ୍ୟ ଭାବେ ନିଯୁକ୍ତ ହେବା ପରେ ଏହି ପଦବୀର ଭାର ଶ୍ରୀ ଶର୍ମା ନେଇଛନ୍ତି ।…

ଅବପାତର ରୂପ ନେଉଛି ଲଘୁଚାପ, ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଡିପ୍ ଡିପ୍ରେସନରେ ପରିଣତ ହେଉଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ…

କଥାକୁହା ଫଟୋ: କ୍ୟାମେରା ଲେନ୍ସରେ କଏଦ୍ ହେଲା ବିଜୁଳିର ଚମକ…

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପର ସମ୍ଭାବନା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ତୁହାକୁ ତୁହା ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ହୋଇଛି ।