Latest Odisha News

BREAKING NEWS

ରାଜ୍ୟସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ସୋମବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଛି । Prime Minister Narendra Modi and Home Minister Amit Shah in…

ଭାରତୀୟ ଜନ ସଂଚାର ସଂସ୍ଥାନରେ ପାଳିତ ହେଲା ‘ଓଡ଼ିଆ ସାମ୍ବାଦିକତା ଦିବସ’

ଢେଙ୍କାନାଳ: ଦେଶକୁ ସ୍ୱାଧୀନ କରିବାରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରଗୁଡ଼ିକର ବେଶ୍‍ ଭୂମିକା ରହିଥିଲା । ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଭାରତୀୟ ଭାଷାର ଖବରକାଗଜଗୁଡ଼ିକ ଲୋକଙ୍କ ମନରେ ଦେଶପ୍ରେମର ମଞ୍ଜି ବୁଣିବା ସହ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା ବୋଲି କହିଛନ୍ତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୬-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୬ ରିଖ ମଙ୍ଗଳବାର କର୍କଟ ୨୧ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଦିନ ଘ୧୧-୫୮ମିନିଟ୍ ପର‌୍ୟ୍ୟନ୍ତ…

ବାଲେଶ୍ୱରରେ ବଜ୍ରପାତ: ୩ ମୃତ

ବାଲେଶ୍ୱର: ବଜ୍ରପାତରେ ସୋମବାର ଦିନ ବାଲେଶ୍ୱର ଜିଲ୍ଲାର ତିନି ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି । ମୃତକ ମାନେ ବାଲେଶ୍ୱର ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସୁଜୟ ଦାସ, ବକୁଣ୍ଡି ଗ୍ରାମର ସୁନିତା ହାଂସଦା ଓ…

ଜାଣନ୍ତୁ, ଆସାମର କେଉଁ ଅଭୟାରଣ୍ୟରେ ରହିଛି ଗୋଟିଏ ଶିଙ୍ଗ ଥିବା ଗଣ୍ଡା

ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ଚାହୁଁଥିଲେ ବୁଲିଚାଲନ୍ତୁ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ। ଆସାମର ମୋରିଗାଓଁ ଜିଲ୍ଲାରେ ରହିଛି ଏହି ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ । କେହି କେହି ଏହାକୁ ପବିଟୋରା ବନ୍ୟପ୍ରାଣୀ…

ଗିରଫ ହେଲେ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫତି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର୍ ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମ ସଂସ୍ଥା ଏନଡ଼ିଟିଭିର ରିପୋର୍ଟ ଅନୁଯାୟୀ, ଏହି ଦୁଇ ନେତାଙ୍କୁ ସୋମବାର ସନ୍ଧ୍ୟାରେ ଗୃହବନ୍ଦୀ ଭାବେ ରଖାଯାଇଥିଲା ଏବେ ପୋଲିସ ସେମାନଙ୍କୁ ଗିରଫ କରି…

‘ମେଥି-ପାମ୍ପଡ ତରକାରୀ’

ଘରେ ପ୍ରସ୍ତୁତ କରନ୍ତୁ 'ମେଥି-ପାମ୍ପଡ ତରକାରୀ' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ : ମେଥି ମଞ୍ଜି – ୧ଚାମଚ, ତେଲ – ୨ଚାମଚ, ପିଆଜ (କଟା) – ୧ଟି, ଲଙ୍କା ଗୁଣ୍ଡ – ୧ଚାମଚ, ହଳଦୀ ଗୁଣ୍ଡ – ୧ଚାମଚ, ଧନିଆ ଗୁଣ୍ଡ – ୧ଚାମଚ, ପାମ୍ପଡ – ୨/୩ଟି, ପାଣି…

ଡାଇବେଟିସ ପାଇଁ ଚିନ୍ତାରେ ଥିଲେ ସେବନ କରନ୍ତୁ ଏହି ଫଳ, ପାଇବେ ଆଶ୍ବସ୍ଥି

ଆଜିକାଲିର ଦୈନ୍ୟନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ପ୍ରାୟ ଅଧିକାଂଶ ଲୋକଙ୍କୁ ଡାଇବେଟିସ ଭଳି ରୋଗ ବହୁତ ଶୀଘ୍ର ହୋଇଯାଉଛି । ଡ଼ାଇବେଟିସ୍ କୌଣସି ବୟସର ଲୋକମାନଙ୍କୁ ମଧ୍ୟ ହୋଇପାରେ। ଧୀରେ ଧୀରେ ଏହା ଏକ ଗଭୀର ରୋଗରେ ପରିଣତ ହୋଇଗଲାଣି।ଡ଼ାଇବେଟିସକୁ ନିୟନ୍ତ୍ରଣ କରିବାପାଇଁ ଘରୋଇ ଉପାୟ…

ବାଟ

ବାଟ ସିତାଂଶୁ ଲେଙ୍କା ଗୋଟେ କବିତା ଜନ୍ମଦିଅ ଏ ମାଟିକୁ, ପୁରୁଷ ପୁରୁଷ ଧରି ପୁରୁଷାର୍ଥକୁ ଜିଏଁଇ ରଖ । ଯେମିତିକି ପୋଷେ ଆଲୁଅର ସନ୍ଧାନରେ ବାହାରିଯିବେ ଦଳେ ମଣିଷ ଯେମିତିକି ସବୁ ସଜବାଜକୁ ଭୁଲି ବିହ୍ୱଳପଣରେ ଠିଆ ହେଇଯିବେ ପ୍ରେମିକା । ସୋରିଷ ଫୁଲର କ୍ଷେତରୁ ତଟସ୍ଥ…

ବନ୍ଦ ହେବ ‘ବିଏସଏନଏଲ’ର ଅନଲିମିଟେଡ଼ କଲ

ଭୁବନେଶ୍ୱର: ଭାରତ ସରକାରଙ୍କ ଟେଲିକମ ସଂସ୍ଥା 'ବିଏସଏନଏଲ' ଅନଲିମିଟେଡ଼ କଲ ସେବା ବନ୍ଦ କରିବା ନେଇ ସୋମବାର ଘୋଷଣା କରିଛି । ବର୍ତ୍ତମାନ ଠାରୁ 'ବିଏସଏନଏଲ'ର ଦୈନିକ କଲ ଲିମିଟ ୨୫୦ ମିନିଟ ରହିବ । କମ୍ପାନୀ ଆଣୁଥିବା ନୂଆ ସ୍କିମ, ପ୍ରିପେଡ ପ୍ଲାନ ଯେମିତିକି ୧୮୬, ୪୨୯, ୪୮୫, ୬୬୬ ଓ…