ପିଡ଼ିଏସ କୋଟାରେ ହ୍ରାସ: ଅଗଷ୍ଟରୁ ହିତାଧିକାରୀ ପାଇବେ ୨ଲିଟର୍ କିରୋସିନି
ଭୁବନେଶ୍ୱର: ରାଜ୍ୟରେ ନ୍ୟାସନାଲ ଫୁଡ଼ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ନିରାପତ୍ତା ଆକ୍ଟରେ ଅନ୍ତର୍ଭୃକ୍ତ ହୋଇଥିବା ସମସ୍ତ ହିତାଧିକାରୀମାନେ ଏବେ ୨.୫ ଲିଟର୍ ବଦଳରେ ମାତ୍ର ୨ ଲିଟର୍ କରୋସିନି ପାଇବେ ।
କେନ୍ଦ୍ର ପକ୍ଷରୁ ପିଡ଼ିଏସ ଯୋଜନାନୁଯାୟୀ, ଯେଉଁ ବିପିଏଲ ଚିହ୍ନଟ ପରିବାରଗୁଡ଼ିକ…