Latest Odisha News

BREAKING NEWS

କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନୁହେଁ: ଦକ୍ଷିଣ କୋରିଆ

ସିଓଲ୍‌: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ବଢିବାରେ ଲାଗିଛି । ନିଜ ଜେଜେବାପାଙ୍କ ଜନ୍ମ ଦିନ ପାଳନ ଉତ୍ସବରେ ଅନୁପସ୍ଥିତ ରହିଥିବା ଯୋଗୁଁ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସନ୍ଦେହ ଉପୁଜିଥିଲା । ପରେ ଜଣା ପଡ଼ିଥିଲା ଯେ…

କରୋନା ଯୋଦ୍ଧାଙ୍କୁ ସହିଦ ସମ୍ମାନ, ମିଳିବ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କରୋନା ବିରୋଧୀ ଲଢେଇରେ ଆଗଧାଡିରେ ରହି ଦେଶର ରକ୍ଷକ ସାଜିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ…

ତିନି କୋଟି ଲୋକଙ୍କୁ ଭୋଜନ ପ୍ରଦାନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌ର ‘ମିଶନ ଅନ୍ନ ସେବା’

ଭୁବନେଶ୍ୱର: କରୋନା ମହାମାରୀ ପରି ବିପର୍ଯ୍ୟୟ ସମୟରେ ବଂଚିିତ ବର୍ଗର ଲୋକଙ୍କ ପାଖରେ ଅନ୍ନ ପହଂଚାଇବା ଲାଗି ଏହାର ଉଦ୍ୟମକୁ ଆହୁରି ବ୍ୟାପକ କରିଛି ରିଲାଏନ୍ସ ଫାଉଣ୍ଡେସନ୍ । ମିଶନ୍ ଅନ୍ନସେବା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚଳାଇ ଫାଉଣ୍ଡେସନ୍ ପକ୍ଷରୁ ସାରା ଭାରତବର୍ଷରେ ୩ କୋଟି…

ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମେ ୩ ଯାଏଁ ରହିବ ବନ୍ଦ

ଭୁବନେଶ୍ୱର: ଓଡିଶାର ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆସନ୍ତା ମେ ୩ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛି। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ଏବଂ ଜୟପୁରରେ ଥିବା…

କ୍ୱାରେଣ୍ଟାଇନରେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ୩ ଡାକ୍ତର,୧୯ ନର୍ସ

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିଜଣ ଡାକ୍ତର, ୧୯ ନର୍ସ ଏବଂ କିଛି ପାରାମେଡିକାଲ କର୍ମଚାରୀଙ୍କୁ କ୍ୟାରେଣ୍ଟାଇନରେ ରଖାଯାଇଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଦେଇଥିବା ସୁଚନା ଅନୁଯାୟୀ, ଏହି ସମସ୍ତ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭି ଚିହ୍ନଟ ଆକ୍ରାନ୍ତଙ୍କ…

ଭାଇରାଲ୍ ପୋଷ୍ଟମୋର୍ଟମ; ଗଣମାଧ୍ୟମ କହୁଛି ସାପ ଖାଉଛ, ମନ୍ତ୍ରୀ କହୁଛନ୍ତି ମିଛ କହୁଛ !

ଅରୁଣାଚଳପ୍ରଦେଶ: ଜୋର ଧରିଛି ଚର୍ଚ୍ଚ । କରୋନା ମହାମାରୀରେ ବଦଳିଛି ଅରୁଣାଚଳପ୍ରଦେଶ ଲୋକଙ୍କ ଖାଦ୍ୟଚକ୍ର । ସରକାରଙ୍କ ଅପାରଗତା ପାଇଁ ଭାତ ବଦଳରେ ସାପ ଖାଉଛନ୍ତି ଗରିବ ମୂଳବାସିନ୍ଦା । ତେବେ ଏ କଥା ଆମେ ନୁହେଁ ବରଂ ଏକ ଜାତୀୟ ଗଣମାଧ୍ୟମ ପ୍ରଥମେ ପ୍ରକାଶ କରିଥିଲା । ଏନଡିଟିଭର ଆର୍ଟିକଲ…

ତିନି ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏସବୁ ଜିଲ୍ଲା ପାଇଁ ତିନିଟି ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ସଚିବ ନିକୁଂଜ…

କର୍ତ୍ତବ୍ୟକୁ ପ୍ରାଥମିକତା: କରୋନା ଡ୍ୟୁଟି ପାଇଁ ବିବାହ ସ୍ଥଗିତ ରଖିଲେ ୨ ମହିଳା ପୋଲିସ

ଭୁବନେଶ୍ୱର: କର୍ମ ହିଁ ଭଗବାନ । କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ । ଏହି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡିଶା ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ। ଏହି ଦୁଇ ମହିଳା କନଷ୍ଟେବଳ କରୋନା ପାଇଁ ଡ୍ୟୁଟିରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟକୁ ଏଭଳି ସଙ୍କଟ ସମୟରେ…

ଓଡ଼ିଶାରେ ୭୯ ଛୁଇଁଲା କରୋନା ମାମଲା: କେଉଁ ଜିଲ୍ଲାରେ କେତେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ(କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ଏହି ସଂଖ୍ୟା ୭୯ ଛୁଇଁଛି । ତେବେ…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳ ୧୦ଟାସୁଦ୍ଧା ୨୪, ୮୧, ୫୪୧ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୦, ୪୩୯ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୪୭,୭୪୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।…