Latest Odisha News

BREAKING NEWS

ଆଜି ରିଲିଜ ହେଉଛି ସୁଶାନ୍ତଙ୍କ ଶେଷ ସିନେମା ‘ଦିଲ ବେଚାରା’: କେଉଁଠି ଓ କେମିତି ଏହାକୁ ଦେଖିବେ ଜାଣନ୍ତୁ

ମୁମ୍ବାଇ: ଆଜି ମୁକ୍ତିଲାଭ କରିବାକୁ ଯାଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା । ସୁଶାନ୍ତଙ୍କ ପ୍ରଶଂସକ, ପରିବାର ଏବଂ ସୁଶାନ୍ତଙ୍କ କୋ'ଷ୍ଟାର ମାନଙ୍କ ପାଇଁ ଏହା ଏକ ଭାବପ୍ରବଣତାର ମୁହୂର୍ତ୍ତ । ଏହି ସିନେମାଟି ଆଜି ସନ୍ଧ୍ୟା ୭.୩୦ ରୁ OTT…

କରୋନା ଆକ୍ରାନ୍ତଙ୍କ ପାଇଁ ବୋମା ମାଡ଼; ଜଣେ ଆହତ

ବ୍ରହ୍ମଗିରି: କରୋନା ସଂକ୍ରମିତ ଗୁଜବକୁ ନେଇ ନିଶିଭଅଁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଏହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସେହି କରୋନା ରୋଗୀ ସହ…

ଓଜନ ହ୍ରାସ କରାଇବ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…

ସୁଶାନ୍ତଙ୍କ ଫିଲ୍ମ ଦେଖି ଆତ୍ମହତ୍ୟା କଲେ ନାବାଳିକା

ଭିଲାଇ: ବଲିଉଡର ଲୋକପ୍ରିୟ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କର ଅନେକ ଫ୍ୟାନଙ୍କ ଦ୍ୱାରା ଆତ୍ମହତ୍ୟା ଖବର ଲଗାତାର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରୁ ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପ୍ରଶଂସକ ମାନେ ଆତ୍ମହତ୍ୟା କରିଥିବା ବେଳେ ଏହିଭଳି…

ପୁଣି ଭାଙ୍ଗିଲା ରେକର୍ଡ଼: ଗୋଟିଏ ଦିନରେ ୪୯ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଟପିଲା ୩୦ ହଜାର

ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣ ପ୍ରାଣ ହରାଇଛନ୍ତି। ଯାହା ସାଜିଛି ଚିନ୍ତାର କାରଣ । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା…

ରାମ ମନ୍ଦିର ଭୂମି ପୂଜା ଉପରେ ରୋକ ପାଇଁ ଜନସ୍ୱାର୍ଥ ମାମଲା

ପ୍ରୟାଗରାଜ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରସ୍ତାବିତ ଭୂମି ପୂଜନ ଉପରେ ରୋକ ଲଗାଇବାକୁ ପିଟିସନ୍ । ଆହ୍ଲାବାଦ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଦିଲ୍ଲୀର ଜଣେ ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଆବେଦନକାରୀ…

ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ଆତଙ୍କୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଦୁଇ ମାଓବାଦୀ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚବା ଅନୁସାରେ, ତୁମୁଡ଼ିବନ୍ଧ…

ରାଜସ୍ଥାନ କ୍ଷମତା ଲଢ଼େଇରେ ଆଜି ଚୁଡ଼ାନ୍ତ ରାୟ ଶୁଣାଇବେ ହାଇକୋର୍ଟ

ଜୟପୁର: ରାଜସ୍ଥାନରେ କାହାର ହେବ ଜିତାପଟ ? ପାଇଲଟ୍ ନା ଗେହଲଟ୍ କ୍ୟାମ୍ପ । କ୍ଷମତା ଲଢ଼େଇରେ ଆଜି ଚୁଡାନ୍ତ ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାୟ ଆସିବ । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍…

ତ୍ୱଚା ଚମକାଇବା ଚନ୍ଦନ !

ଭୁବନେଶ୍ୱର: ସୁନ୍ଦର, ମସୃଣ ଓ ଚମକଦାର ତ୍ୱଚା କାହାରବା ପସନ୍ଦ ନୁହେଁ। ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ଅନିୟମିତ ଭରା ଜୀବନ ଶୈଳୀ ତ୍ୱଚାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବା ଚମକ ଛଡାଇ ନେଉଛି । ଏହାସହ ଦୂଷିତ ବାୟୁମଣ୍ଡଳ କାରଣରୁ ମଧ୍ୟ ଆଜିକାଲି ଅଧିକାଂଶ ଲୋକଙ୍କର ତ୍ୱଚା ସମସ୍ୟା…

ଯେତେ ପଢିଲେ ମଧ୍ୟ ପିଲା ପାଠ ମନେ ରଖୁନାହିଁ କି? ଜାଣନ୍ତୁ କ’ଣ କରିବେ..

ଭୁବନେଶ୍ୱର: ଯଦି ଆପଣଙ୍କ ପିଲା ଅନେକ ସମୟ ପାଠ ପଢିଲା ପରେ ମଧ୍ୟ କିଛି ମନେ ରଖି ପାରୁନାହିଁ କିମ୍ବା ପଢିଲା ପରେ ତୁରନ୍ତ ଭୁଲି ଯାଉଛି । ତେବେ ଏଥିରେ ଦୋଷ ଆପଣଙ୍କ ପିଲାର ନୁହେଁ ବରଂ ଆପଣଙ୍କ ଗୃହରେ ବାସ୍ତୁ ଦୋଷ ରହିଥାଇ ପରେ । ଗୃହରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବିଭିନ୍ନ…