Latest Odisha News

BREAKING NEWS

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ରେ ନଜର ଆସିବେ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରୀ ଚ୍ୟାନେଲ୍‌ର "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଛନ୍ତି। "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି…

‘କୋଣାର୍କ ଏକ୍ସପ୍ରେସ’ ମଙ୍ଗଳବାର ଦିନ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ !

ଭୁବନେଶ୍ୱର: ମୁମ୍ବାଇଗାମୀ କୋଣାର୍କ ଏକ୍ସପ୍ରେସ ମଙ୍ଗଳବାର ଦିନ ୩ଟା ୨୫ ପରିବର୍ତ୍ତେ ରାତି ୨ଟା ବେଳେ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସୁଥିବା ଟ୍ରେନଗୁଡ଼ିକ ବିଳମ୍ବରେ ଛାଡୁଥିବା ଯୋଗୁଁ…

ରାଜ୍ୟକୁ କେନ୍ଦ୍ର ସହାୟତା ହ୍ରାସ ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା କ୍ରମେ ହ୍ରାସ ପାଉଥିବା ପ୍ରସଙ୍ଗକୁ ଭିତ୍ତିକରି ସୋମବାର ଦିନ ରାଜ୍ୟ ବିଧାନସଭାରେ ଏନେଇ ଚିନ୍ତାପ୍ରକଟ କରାଯାଇଛି । ଗୃହର ପ୍ରଶ୍ନକାଳ ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୧୪ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ…

ପାଣ୍ଡିଆନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟାଇ ରାଜ୍ୟ ସରକାର ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟ୍ରାନ୍ସଫୋରମେସନ ଏଣ୍ଡ ଇନିସିଏଟିଭସ) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ଏହି…

ଅଗଷ୍ଟ ୧ରୁ ପୁଣି ଖୋଲିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ‘ଭିତରକନିକା ଜାତୀୟ ଅଭୟାରଣ୍ୟ’ ପର୍ଯ୍ୟଟକଙ୍କ ଲାଗି ପୁନର୍ବାର ଅଗଷ୍ଟ ୧ ତାରିଖରୁ ଖୋଲୁଛି । ଏଠାରେ ଉଲ୍ଲେଖଯୋଗ୍ୟ, ବାର୍ଷିକ କୁମ୍ଭୀର ପ୍ରଜନନ ଋତୁ ଲାଗି ଏହି ଜାତୀୟ ଅଭୟାରଣ୍ୟକୁ ମେ ୧ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ…

ଓୟୁଏଟି ମୁଖ୍ୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଓୟୁଏଟି କଲେଜର କୃଷି ବିଭାଗ ଛାତ୍ରଛାତ୍ରୀମାନେ ଉଦ୍ୟାନ୍ କୃଷି ଛାତ୍ରଛାତ୍ରୀଙ୍କ ଦାବିକୁ ବିରୋଧ କରି ସୋମବାର ଦିନ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରଛାତ୍ରୀମାନେ…

କର୍ଣ୍ଣାଟକରେ ଆସ୍ଥାଭୋଟ୍ ଜିଣିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ସୋମବାର ଦିନ ବିଜେପିର ୟେଦ୍ଦୁରପ୍ପା ସରକାର ଆସ୍ଥାଭୋଟରେ ବିଜୟ ହୋଇଛନ୍ତି । ଫଳରେ ଅନେକ ଦିନଧରି ଲାଗିରହିଥିବା ରାଜନୈତିକ କ୍ଷମତା ଲଢେଇର ପରିସମାପ୍ତି ଘଟିଛି । ବିଧାନସଭାରେ ୟେଦ୍ଦୁରପ୍ପା ସରକାର ଆଜି ଶକ୍ତି ପରୀକ୍ଷାରେ ବହୁମତ ହାସଲ କରିଛନ୍ତି ।…

ଗିରଫ ହେଲା କଟକରେ ଆତଙ୍କ ଖେଳାଇଥିବା ‘ସିରିଏଲ୍ କିଲର୍’ !

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ୩ଜଣ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିବା ଘଟଣାର ୬ ଦିନ ପରେ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତ, ଗଞ୍ଜାମର…

କଟକରେ ‘ସାଇକୋ କିଲର୍’ ଆତଙ୍କ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ‘ସାଇକୋ କିଲର୍’ର କାମ ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ…

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କୋରାପୁଟ, ମାଲକାନଗିରି, ନୂଆପଡା, ବଲାଙ୍ଗିର,…