ଆଇଆଇଏମ୍ ଦ୍ୱାରା ସୋଆ ଗବେଷକ ସମ୍ମାନିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ବାୟୋଫୁଏଲ୍ ଏବଂ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ର (ବିବିଆରସି)ର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ହାଇଡ୍ରୋମେଟାଲର୍ଜିକାଲ୍ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ‘ଆର ପି ଦାସ ମେମୋରିଆଲ୍ ସମ୍ମାନ’ରେ ସମ୍ମାନିତ…