ହ୍ଵାଟ୍ସଆପରେ ଆସିଲା ଏହି ନୂଆ ଫିଚର୍ସ୍; ଆଜି ହିଁ କରନ୍ତୁ ଟ୍ରାଏ
ନୂଆଦିଲ୍ଲୀ: ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପକୁ ବ୍ୟବହାର କରୁଛନ୍ତି ୨ବିଲିୟନରୁ ଅଧିକ ଲୋକ। ଏହି ଲୋକପ୍ରିୟ ମେସେଜିଙ୍ଗ ଆପ କିଛି ନୂଆ ଫିଚର୍ସ ସହ ନିଜକୁ ଅପଡେଟ କରିଛି ।
ଫରୱାର୍ଡ ମେସେଜ ଉପରେ ରୋକ:
ଫରୱାର୍ଡ ମେସେଜିଙ୍ଗ ହ୍ଵାଟ୍ସଆପ୍ ଚାଟିଂର ଏକ ଜରୁରୀ ଏବଂ ଆକର୍ଷଣୀୟ ଫିଚର୍ସ ଅଟେ।…