Latest Odisha News

BREAKING NEWS

ସୋମବାରଠୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୦ ତାରିଖରୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅôଡ଼କାରୀ । ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତାକାଲି ଠାରୁ ସମସ୍ତ ‘ଏ’ ଗ୍ରେଡ୍ ଅଧିକାରୀ ଅଫିସ ଆସିବେ । ସେହିପରି ‘ବି’, ‘ସି’ ଓ ‘ଡି’…

ସୋସିଆଲ ମିଡିଆରେ ଭାଇରାଲ୍‌; ୪ଜଣଙ୍କୁ ଖଟରେ ବାନ୍ଧି ନିସ୍ତୁକ ମାଡ !

ଭୁବନେଶ୍ୱର: ହଜିଯାଇଛି ମାନବିକତା । ଦୋଷ ଯାହା ବି ହେଉନା କାହିଁକି । ଖଟରେ ଯୁବକ ଓ ଯୁବତୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା କେଉଁଠିକାର ନ୍ୟାୟ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଓଡିଶାର ହୋଇଥିଲେ ହେଁ କେଉଁ ଅଂଚଳର ତାହା ଏ ପର୍ଯ୍ୟନ୍ତ…

ବଦଳିଲା କଟକର ୪ଟି ପରିବା ହାଟର ସ୍ଥାନ

କଟକ: କରୋନା ମୁକାବିଲା ପାଇଁ କଟକ ସହରର ୪ଟି ପରିବା ହାଟକୁ ସ୍ଥାନନ୍ତର କରିଛି କଶିନରେଟ ପୋଲିସ । ନୟାସଡକରେ ବସୁଥିବା ପରିବା ମାର୍କେଟକୁ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍‌କୁ ସ୍ଥାନାନ୍ତର…

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା, ସବୁ କରୋନା ରୋଗୀ ସୁସ୍ଥ

ଭଦ୍ରକ: ଭଦ୍ରକ ସହରରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ - ଚରମ୍ପା ଏବଂ ଇରେନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ପ୍ରକାଶ କରିଛନ୍ତି। ଏପରିକି ସେ ଏନେଇ ରବିବାର ଦିନ ଟ୍ୱିଟ୍ କରିଛନ୍ତି। ଏହାଛଡା ସହରରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା…

ଗଞ୍ଜାମରେ କାଲିଠୁ କୋହଳ ହେବ କଟକଣା

ଗଞ୍ଜାମ: ଆସନ୍ତାକାଲିଠାରୁ ଗଂଜାମରେ କୋହଳ ହେବ କଟକଣା । ଏନେଇ ଗଂଜମା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣାକୁ କୋହଳ କରାଯିବ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ ଥିଲେ ଲୋକେ…

ଲକଡାଉନ ୨.୦: ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରିବେନି ଇ-କମର୍ସ କମ୍ପାନୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଥିବା ବେଳେ ଇ-ବାଣିଜ୍ୟ କମ୍ପାନୀ ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ “ଇ-କମର୍ସ କମ୍ପାନୀ ଏବଂ ଇ-କମର୍ସ ଅପରେଟରଙ୍କ ଦ୍ୱାରା ବ୍ୟବହୃତ ହେଉଥିବା…

ଦିଲ୍ଲୀ: ଗୋଟିଏ ପରିବାରର ୩୧ ଜଣ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମାରାତ୍ମକ ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ଏହାର ଭୟାବହତାକୁ ଅନୁଭବ କରି ସରକାର ଆଗାମୀ ମେ ମାସ ୩ ତାରିଖ ଯାଏଁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ଭାରତରେ ଧୀରେ ଧୀରେ ଏହାର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୧୫ ହଜାର ୭୧୨…

‘ପାର୍ସଲ ଏକ୍ସପ୍ରେସ ଟ୍ରେନ’ରେ ପାର୍ସଲ ବୁକିଂ ପାଇଁ ଜାରି ହେଲା ହେଲ୍ପଲାଇନ ନଂ

ଭୁବନେଶ୍ୱର: କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶସାରା ଲକଡାଉନ ଜାରି ରହିଥିବା ବେଳେ ଆବଶ୍ୟକୀୟ ପଦାର୍ଥର ପରିବହନ ଲାଗି ଆଗେଇ ଆସିଛି ପୂର୍ବତଟ ରେଳବାଇ। ଏପରିକି ପୂର୍ବତଟ ରେଳପଥ ପକ୍ଷରୁ ଅବିରାମ ଗତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଇବା…

ଲକଡାଉନ: କଟକର ଇଲେକ୍ଟ୍ରିସିଆନ ଓ ପ୍ଲମ୍ବରଙ୍କ ଯୋଗାଯୋଗ ନମ୍ବର ପ୍ରକାଶ କଲା ସିଏମସି

କଟକ: ଲକଡାଉନ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସେବାକୁ କୋହଳ କରିଛି କଟକ ମ୍ୟୁନିସିପାଲିଟି କର୍ପୋରେସନ୍ । କଟକ ମ୍ୟୁନିସିପାଲିଟି କର୍ପୋରେସନ କିଛି , ପ୍ଲମ୍ବର ଏବଂ ଏସି ଟେକ୍ନିସିଆନଙ୍କ ଯୋଗାଯୋଗ ବିବରଣୀ ପ୍ରକାଶ କରିଛି । ନିମ୍ନରେ ପ୍ରକାଶ କରାଗଲା…

ବାଲେଶ୍ଵରର ଏହିସବୁ ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ଵର: ବାଲେଶ୍ଵର ସହରରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳଗୁଡିକୁ ଆସନ୍ତା ସାତ ଦିନ ପାଇଁ ସିଲ୍ କରାଯାଇଥିବା…