Latest Odisha News

BREAKING NEWS

ଫ୍ୟାଶନରେ ଧଳା ଡେନିମ୍…

ଭୁବନେଶ୍ୱର: ଆଜିକାର ସମୟରେ ଯୁବପିଢିଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଧଳା ଡେନିମ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଏହି ଡେନିମ୍ ପୂରା ୟୁନିକ୍ ଓ କୁଲ୍ ଲାଗିଥାଏ । ଏହା ସହିତ ସବୁ ମହିଳାଙ୍କ ବୋର୍ଡରୋବରେ ଧଳା ଜିନ୍ସ ନିଶ୍ଚୟ ଥାଏ । ଜାଣନ୍ତୁ, ଧଳା ଡେନିମ୍ ସହ କେଉଁ ରଙ୍ଗର ଡ୍ରେସ୍…

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର: ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରିବାର ଚିରାଚରିତ ପରମ୍ପରାକୁ ନେଇ ପୁନଃଶ୍ଚ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍ ର ଚତୁର୍ଥ ସଂସ୍କରଣ ଚଳିତ ମାସ ୨୦ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ହୋଟେଲ୍ କ୍ରାଉନଠାରେ ଆୟୋଜନ କରାଯାଇଥିଲା ।…

ଗୋଟିଏ ମାସରେ ୫ଟି ସ୍ୱର୍ଣ୍ଣ ପଦକ ଜିତିଲେ ହିମା ଦାସ

ନୋଭ୍ ମେଷ୍ଟୋ (ଚେକ୍ ରିପବ୍ଲିକ): ଉଦୀୟମାନ ମହିଳା ଧାବିକା ହିମା ଦାସ ତାଙ୍କର ଚମତ୍କାର ଦୌଡ଼ ପ୍ରଦର୍ଶନ ଜାରି ରଖି ମାସକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି । ସେ ଚେକ୍ ରିପବ୍ଲିକରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାର ୪୦୦ ମିଟର ହର୍ଡ଼ଲ୍ସରେ ପ୍ରଥମ ସ୍ଥାନ ହାସଲ…

ଅନୁଗୁଳରେ ଚାଞ୍ଚଲ୍ୟ: ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଲେ ଦୁବୃର୍ତ୍ତ !

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫୋପାଡି ଦେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ କିଛି ଲୋକେ ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ନାବାଳିକା ମୁର୍ମୁଷ ଅବସ୍ଥାରେ…

ଆରମ୍ଭ ହେଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ରବିବାର ଦିନ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି । ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ରାଜ୍ୟର ୨୦ଟି ସହରରେ ପ୍ରାୟ ୩୧ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେଉଛି । ଇଞ୍ଜିନିୟରିଂ କଲେଜରେ ବଳକା ସିଟ୍ ପୂରଣ ଲାଗି…

ରାୟଗଡା ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୨୭ ଦାଦନ ଶ୍ରମିକ

ରାୟଗଡା: ରାୟଗଡା ପୋଲିସ ଓ ଜିଆରପି ମିଳିତ ଉଦ୍ୟମରେ ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କ ଘର ରାୟଗଡା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୧-୦୭-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୧ ରିଖ ରବିବାର କର୍କଟ ୦୫ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମେଷ…

ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ଶନିବାର ଦିନ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଗଣମାଧ୍ୟମକୁ ସୂଚନାଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି, ଶନିବାର ଦିନ ୫ଟା ସୁଦ୍ଧା…

ଛଳନାର ଶହେବାଙ୍କ ନଈଟିଏ ତୁମେ

ଛଳନାର ଶହେବାଙ୍କ ନଈଟିଏ ତୁମେ ପଞ୍ଚାନନ ନାୟକ ଜାଣେ, ମୋର ମୃତ୍ୟୁ ଖବର ପାଇ ତମେ ଖୁବ ଖୁସି ହେବ। ଆକାଶକୁ ଚାହିଁ ଦୀର୍ଘ ତମ ଦୀର୍ଘଶ୍ଵାସ ଛାଡିଦେଲାବେଳେ ହେ ପ୍ରଭୁ, ମୁକ୍ତି ମିଳିଗଲା ନିଶ୍ଚୟ ଭାବିବ। ମୁଁ ମଲା ପରେ ତମେ ଲୁହ ଝରେଇବ, ଅଥଚ, ସେ ଲୁହରେ ମୁଁ ନୁହେଁ,…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଗାୟତ୍ରୀ ଦାସ ୧. ଜିତାପଟ ବାହାର ଟିଣ କବାଟରେ ଦୁମ୍ ଦୁମ୍ କରାଘାତ। କାନ୍ଥର ଗୋଟିଏ କଣକୁ ଟଂଗା ହୋଇଥିବା କ୍ୟାଲେଣ୍ଡରର ପୃଷ୍ଠାକୁ ନିରିଖିଲା ସେ। ଆଜି ତିନି ତାରିଖ। ମାସର ପ୍ରଥମ ସପ୍ତାହରେ ଦିନକ ପାଇଁ ଆସେ ଲୋକଟା। ସବୁ ଚିହ୍ନା ଜଣା ଗ୍ରାହକଠୁ ଟିକେ ଅଲଗା। ସାଥିରେ…