ଟେଷ୍ଟ ରିପୋର୍ଟରେ ଭୁଲ: କ୍ୱାରେଣ୍ଟାଇନରେ ରହିଲେ ଗୋଟିଏ ପରିବାରର ୮ ବ୍ୟକ୍ତି
ଅମରୋହା: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ମୋରାଦାବାଦ ଡାକ୍ତରଖାନାରେ ଭୁଲ ବଶତଃ ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଛାପ ଯାଇଥିଲା । ଯେଉଁଥିପାଇଁ ତାଙ୍କ ପରିବାରର ଆଠ ଜଣ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା।
ଏହି ବ୍ୟକ୍ତି ଜଣକ ଥଣ୍ଡା ଏବଂ ଗଳାରେ…