ଗୁଣିଗାରେଡି ନେଲା ଦମ୍ପତ୍ତିଙ୍କ ଜୀବନ !
ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ କାଣ୍ଡ। ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ସନ୍ଦେହ।
ଏବେ ବି ଲୋକଙ୍କ ମନରେ ଲୁଚି ରହିଛି ଅନ୍ଧବିଶ୍ୱାସ । ଏମିତି ଏକ ଅନ୍ଧ ବିଶ୍ୱାସର କାହାଣୀ ପୁଣି…