Latest Odisha News

BREAKING NEWS

ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ: ଚିତ୍ରକଳାରେ କାନଭାସକୁ ଜୀବନ୍ତ କରୁଥିବା ମଣିଷ

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ରୂପ ହେଉଛି ନାରୀ । ସେ ହେଉଛି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟ ମମତାରେ ଭରପୂର ଏକ ଜୀବନୀ । ସେ ପରିବାରର ଗୁରୁ ଦାୟିତ୍ୱ ନେବା ସହିତ ନିଜର ଅଧୁରା ସ୍ୱପ୍ନକୁ ମଧ୍ୟ ସାକାର କରିବାରେ ସକ୍ଷମ । କାନଭାସ ଚିତ୍ରକୁ ରଙ୍ଗ ଦେଇ ଜୀବନ୍ତ କରିଦେଇଥାଆନ୍ତି…

କଥାକୁହା ଫଟୋ: କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା, ଭାରତୀୟ ଖେଳାଳିଙ୍କ କମାଲ୍

କଟକ: କଟକସ୍ଥିତ ଜୱାହାରଲାଲ୍ ନେହେରୁ ଇଣ୍ଡୋର୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା । ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତୀୟ ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ,…

ପାଟକୁରା ନିର୍ବାଚନ: ଆସନ୍ତାକାଲି ଭୋଟଗ୍ରହଣ ଲାଗି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଆସନ୍ତା ଜୁଲାଇ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି…

ସରକାରୀ ଶାସନରେ ହସ୍ତକ୍ଷେପ ଯୋଗୁଁ ଜିମ୍ବାୱେ ଦଳକୁ ନିଲମ୍ବିତ କଲା ଆଇସିସି

ଲଣ୍ଡନ: ଜିମ୍ବାୱେ କ୍ରିକେଟ୍ ପ୍ରେମୀଙ୍କ ଲାଗି ଖରାପ ଖବର । ସରକାରୀ ଶାସନଗତ କାର୍ଯ୍ୟକଳାପରେ ଜିମ୍ବାୱେ କ୍ରିକେଟର ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ (ଆଇସିସି)ରୁ ନିଲମ୍ବିତ କରିଛି । ଆଇସିସିର ୱାଲ୍ଡ ଗଭର୍ନିଂ ବଡି ଏକ ବୈଠକରେ ଆଲୋଚନା କରିବା ସହ ସର୍ବସମ୍ମତିକ୍ରମେ…

ଭିଜିଲାନ୍ସ ଜାଲରେ ଫସିଲେ ବ୍ରହ୍ମପୁର ଡିଏଫଓ

ବ୍ରହ୍ମପୁର: ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ କଟକ ଭିଜିଲାନ୍ସ ସେଲର ଆଣ୍ଟି-କରପସନ୍ ୱିଙ୍ଗ୍ ଶ୍ରୀ ବେହେରାଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ…

ନନ୍ଦନକାନନରେ ଅସୁସ୍ଥ ନୀଳଗାଈର ମୃତ୍ୟୁ

ଭୁବନେଶ୍ୱର : ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଦିନ ଏକ ୧୨ ବର୍ଷୀୟ ମାଈ ନୀଳଗାଈର ମୃତ୍ୟୁ ଘଟିଛି । କିଛି ଦିନ ପୂର୍ବରୁ ଏହି ନୀଳଗାଈ କୌଣସି କାରଣରୁ ଅସୁସ୍ଥ ହୋଇ ଚିଡିଆଖାନା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା । ତେବେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ…

କନ୍ଧମାଳ ସେବାଶ୍ରମରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ, ୧ ଅଟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘରସ୍ଥିତ ଏକ ଆଦିବାସୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ରୀ ୪ ମାସର ଅର୍ନ୍ତସତ୍ୱା ହୋଇଥିବାବେଳେ ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏନେଇ ଥାନାରେ ଏତଲା ଦେବା ପରେ…

କର୍ଣ୍ଣାଟକ ସଙ୍କଟ: ଆଜି ବିଧାନସଭାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଶୁକ୍ରବାର ଦିନ ଦେଢଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ…

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା କେଦାର ମିଶ୍ର ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର। ତେବେ କବିତାର ଶୈଳୀ ଓ…

ଘରେ ପେଡିକ୍ୟୁର୍ କରିବାର ସହଜ ଉପାୟ, ଜାଣନ୍ତୁ

ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ମହିଳାଙ୍କୁ ଅଫିସ ତଥା ଘର କାର୍ଯ୍ୟରୁ ଫୁରସତ ମିଳୁନାହିଁ । ଫଳରେ ସେ ନିଜ ତଥା ନିଜ ସୌନ୍ଦର୍ଯ୍ୟର ଯତ୍ନ ଠିକ୍ ଭାବେ ନେଇପାରିନଥାନ୍ତି । କେହିକେହି ଫେସିଆଲ୍, ପେଡିକ୍ୟୁର, ମେନିକ୍ୟୁର କରିବା ପାଇଁ ସମୟ ଅଭାବରୁ ପାର୍ଲର ମଧ୍ୟ ଯାଇପାରନ୍ତି ନାହିଁ । କିନ୍ତୁ…