ଡ୍ରୋନ୍ ଜରିଆରେ ବିଶୋଧନ ହେଲା ରାଜଧାନୀ
ଭୁବନେଶ୍ୱର: ରାଜଧାନୀକୁ ବିଶୋଧନ କରିବା ପାଇଁ ସାମିଲ ହେଲା ଡ୍ରୋନ୍ । ଡ୍ରୋନ୍ ଜରିଆରେ ଭୁବନେଶ୍ୱର ରାଜମହଲରୁ ଶିଶୁଭବନ ଛକ ଯାଏଁ କରାଯାଉଛି ସାନିଟାଇଜ ସ୍ପ୍ରେ । ବିଏମ୍ସି ପକ୍ଷରୁ ବିଭିନ୍ନ ଅଂଳଚକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଭକ୍ତ କରାଯାଇ ବିଶୋଧନ କରାଯାଉଛି । ଏଥିରେ ତିନୋଟି ଡ୍ରୋନ୍…