Latest Odisha News

BREAKING NEWS

ମୟୁରଭଞ୍ଜରୁ ଜବତ ହେଲା ୩.୨୮ କେଜିର ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର: ମୟୁରଭଞ୍ଜରୁ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ପ୍ରାୟ ୩.୨୮ କିଲୋଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି । ଏସମ୍ପର୍କରେ ଓଡିଶା ଡିଜିପି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

କରୋନା ଛଡାଇନେଲା ଜୀବିକା: ଦୁର୍ଦ୍ଦିନରେ ୫୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର

ଯାଜପୁର: କରୋନା ଛଡାଇନେଲା ଜୀବିକା। ଦୁଃଖରେ ଦିନ କାଟୁଛନ୍ତି ଯାଜପୁର ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଅଂଚଳର ମାଟି କାରିଗର । ବିକ୍ରି ହେଉନି ସେମାନଙ୍କ ମାଟି ତିଆରି ସାମଗ୍ରୀ । ୩ ମାସ ହେବ ରୋଜଗାର ହରାଇ ଏମାନେ ହାତବନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର…

ଓଡିଶାର କେଉଁସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,…

ସୁନ୍ଦରଗଡରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଖଜୁରୀ? ଜାଣନ୍ତୁ

ଭୁବନେଶ୍ୱର: ଶରୀର ପାଇଁ ଡ୍ରାଏ୍ ଫୁଡ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ଆଣି ଦେଇଥାଏ । ଡ୍ରାଏ୍ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫଶଇଦା ମିଳିପାରିବ... ପ୍ରତିଦିନ କିଛି କିଛି ମାତ୍ରାରେ…

ରୂପି ସମସ୍ୟାରୁ ଏହିପରି ପାଆନ୍ତୁ ମୁକ୍ତି…

ଭୁବନେଶ୍ୱର: ପ୍ରାୟ ସମସ୍ତଙ୍କ କେଶରେ ରୂପି ଭଳି ସମସ୍ୟା ଦେଖା ଯାଇଥାଏ । ଯାହା ଫଳରେ କେଶ ଦୁର୍ବଳ ହେବା ସହ ଝଡିବା ଆରମ୍ଭ କରିଥିାଏ । ଏପରିକି ବେଳେବେଳେ କେଶମୂଳ ଶୁଷ୍କ, ଝାଳ ବାହାରିବା ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ । ଜାଣନ୍ତୁ ଘରୋଇ ଉପଚାର ବ୍ୟବହାର କରି କିଭଳି ରୂପି…

କୋଭିଡ୧୯ ଔଷଧ ଗବେଷଣା ଟିମରେ ଓଡିଆ ଗବେଷକ

ଭୁବନେଶ୍ୱର: କୋଭିଡ୧୯ ସବୁଠି କାୟା ମେଲାଇଥିବା ବେଳେ ଏହାର ଔଷଧ ବାହାର କରିବା ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । ଏଭଳି ଏକ କରୋନା ଔଷଧ ଗବେଷଣାରେ ସାମିଲ ହୋଇଛନ୍ତି ଓଡିଆ ଗବେଷକ ଆଦିତ୍ୟ ପାଢୀ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାପାନର ରିକେନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ…

ଘରେ ପଶିଲା ଚିତା ବାଘ, କୁକୁରକୁ ମାରି ସାଙ୍ଗରେ ନେଇଗଲା

ଉତ୍ତରାଖଣ୍ଡ: ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ହାତୀଙ୍କ ଉତ୍ପାତ ତ କେବେ ଘରେ ପଶିଲାଣି ବାଘ । ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି ଉତ୍ତରାଖଣ୍ଡରୁ । ଘରେ ପଶିଲା ଚିତା ବାଘ । କୁକୁରକୁ ଆକ୍ରମଣ କଲା । ମାରି ସାଙ୍ଗରେ ନେଇଗଲା । ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି…

୭୫ ବର୍ଷର ସ୍ମରଣୀୟ ଯାତ୍ରା: ଏନ୍‍.ସି. କଲେଜ

ଯାଜପୁର ପରି ସଂସ୍କୃତି ଓ ଐତିହ୍ୟ ସଂପନ୍ନ ଅଞ୍ଚଳରେ ଶିକ୍ଷାଦାନ ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ଯଥେଷ୍ଟ ଆଗରୁ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା ସ୍କୁଲ କେବେଠାରୁ ୧୨୫ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ଶିକ୍ଷକ ଓ ଶିକ୍ଷାଦାନର ପରଂପରା ସବୁଦିନେ ଯାଜପୁରରେ ଅନନ୍ୟ । ସେଇଲାଗି ସେ ସହର ଓ…

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ଭୂମି ପୂଜନ, ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ସ୍ଥିର ହେଲା ଭୂମି ପୂଜନ ତାରିଖ । ଅଗଷ୍ଟ ୫ ତାରିଖ ଅଯୋଧ୍ୟାରେ ଭୂମି ପୂଜନ ହେବ । ଆସିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ…