Latest Odisha News

BREAKING NEWS

ଭୁବନେଶ୍ୱର ରେଳ ଷ୍ଟେସନରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା । ରେଳ ଷ୍ଟେସନର ଛଅ ନମ୍ବର ପ୍ଲାଟଫର୍ମ ଠାରେ ଖେଲିିଥିବା ଏହି ଅତ୍ୟାଧୁନିକ ଫୁଡ ପ୍ଲାଜାକୁ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା…

ଫସଲ ନଷ୍ଟ ନୁହେଁ ଚାଷୀ ଆତ୍ମହତ୍ୟାର କାରଣ : କୃଷିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ଫସଲ ନଷ୍ଟ ନୁହେଁ ବୋଲି ସୋମବାର ଦିନ ଓଡ଼ିଶା ସରକାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଧାନସଭାରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୬-୨୦୧୭ ରେ ୧୬…

କେନ୍ଦୁଝରରେ ବଜ୍ରପାତ ନେଲା ୩ ଜୀବନ

କେନ୍ଦୁଝର: କେନ୍ଦୁଝରରେ ବୁଧବାର ଦିନ ବଜ୍ରପାତ ଯୋଗୁଁ ୩ଜଣ ପ୍ରାଣ ହରାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବଜ୍ରାଘାତରେ ବଡ଼ଶିଆଳିମାଳା ଅଞ୍ଚଳର ଦୁଇ ଦମ୍ପତି ପ୍ରାଣ ହରାଇଛନ୍ତି । ମୃତ ଦମ୍ପତି ଦ୍ୱୟ ଉକ୍ତ ଗ୍ରାମର ଚୈତନ୍ୟ ମହାନ୍ତ ଓ ତାଙ୍କ…

ରଜନୀ ଗୋ

ରଜନୀ ଗୋ ଶରତ ଦାଶ ରଜନୀ ଗୋ ତୁମେ କଳାପାଟ ପିନ୍ଧି କାହିଁ ଆସ ସଞ୍ଜପରେ ଲିଭାଇ ଆଲୋକ ସବୁ ଏକାକାର କରିଦିଅ ଅନ୍ଧକାରେ! କ୍ଳାନ୍ତ ନୟନ ଶ୍ରାନ୍ତ ଶରୀର ପଡେ଼ ତୁମ କୋଳେ ଶୋଇ ଅବଶ ମାନସ ଛାଡେ଼ ଦୀର୍ଘଶ୍ୱାସ ଅବଚେତନରେ ଥାଇ । ରଜନୀ ଗୋ କୁହ କାହିଁକି ସାଥିରେ ଆସେ ତୁମ ଡରଭୟ…

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ୍ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଗିରଫ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151390532935049217?s=08 ମିଳିଥିବା ସୂଚନାନୁଯାୟୀ ପାକିସ୍ତାନର…

ଧଳା ବାଳ?  ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲିର ଯୁବପିଢି ଖାଉଥିବା ଓ ପିଉଥିବା ସମସ୍ତ ପଦାର୍ଥରେ ଭରି ରହିଛି ବିଷାକ୍ତ କେମିକାଲ୍ । ଏହାର ପ୍ରଭାବରେ ଅତି କମ ବୟସରେ ଯୁବପିଢିଙ୍କର କେଶ ପାଚିଯାଉଛି । ଏହି ପାଚୁଥିବା କେଶକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଏ ହେୟାର କଲର କରୁଛି ତ  ଆଉ କିଏ…

ଖୁବଶିଘ୍ର ବଜାରକୁ ଆସୁଛି ‘ଓପୋ ରେନୋ ୧୦ ଜୁମ୍’ ବାର୍ସେଲୋନା ଏଡ଼ିସନ୍ ମୋବାଇଲ୍

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ଫୁଟବଲ୍ ପ୍ରେମୀଙ୍କ ଲାଗି ଖୁସିର ଖବର । ଅନ୍ୟତମ ଅଗ୍ରଣୀ ମୋବାଇଲ୍ ସେଟ୍ କମ୍ପାନୀ ଓପୋ ଫୁଟବଲପ୍ରେମୀଙ୍କ ଲାଗି ଏକ ସ୍ୱତନ୍ତ୍ର ମୋବାଇଲ୍ ବଜାରରେ ବିକ୍ରି ଆରମ୍ଭ କରିବାକୁ ଯାଉଛି । ଆଜି ଓପୋ କମ୍ପାନୀ ତାହାର ଏହି ସଦ୍ୟତମ ପ୍ରଡ଼କ୍ଟ ଲଞ୍ଚ କରିବା ନେଇ…

କାଙ୍କଡର ଫାଇଦା ବିଷୟରେ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ । କେତେକ ଜାଗାରେ…

ଦୁବାଇ-ଭୁବନେଶ୍ୱର ସିଧା ବିମାନ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ଇଙ୍ଗିତ !

ନୂଆଦିଲ୍ଲୀ: ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ସମ୍ଭାବନା ନେଇ କେନ୍ଦ୍ର ସରକାର ଇଙ୍ଗିତ ପ୍ରଦାନ କରିଛନ୍ତି । ଏହି ସିଧାସଳଖ ବିମାନ ଚଳାଚଳ ଲାଗି ଗତ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ…

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ‘ନ୍ୟାସନାଲ୍ ପୋଲିସ ଏକାଡ଼େମୀ’ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ହାଇଦ୍ରାବାଦ: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଯିଏକି ପୂର୍ବରୁ ଓଡ଼ିଶା କ୍ରାଇମବ୍ରାଞ୍ଚର ମୁଖ୍ୟଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ତାଙ୍କୁ ‘ନ୍ୟାସନାଲ୍ ପୋଲିସ ଏକାଡ଼େମୀ’ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା କ୍ୟାଡ଼ରର ତଥା ୧୯୮୬ ବ୍ୟାଚର ଏହି ଆଇପିଏସ ଅଧିକାରୀ ଏହି…