Latest Odisha News

BREAKING NEWS

ପାକିସ୍ତାନ ସେନାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ମୃତ୍ୟୁ

ଲାହୋର: ପାକିସ୍ତାନର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଛି । ସୋମବାର ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ନିୟମିତ ଅଭ୍ୟାସ କରୁଥିବା ସମୟରେ ସେନାଙ୍କ ଏହି ଦୁର୍ଘଟଣା ପଞ୍ଜାବ ପ୍ରଦେଶ ଅଞ୍ଚଳରେ ହୋଇଥିଲା ।  ବିମାନର ଉଭୟ ପାଇଲଟ ମେଜର ଓମାର ଏବଂ…

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ…

କରୋନା ଲକ୍‌-ଡାଉନ୍‌; ଅର୍ଡର କଲେ ଡ୍ରୋନ୍ ପହଂଚାଉଛି ଗୁଟଖା ଓ ପାନମସଲା !

ଗୁଜରାଟ: ସାରା ଦେଶରେ ଲକ୍‌-ଡାଉନ୍ । ସଙ୍ଗରୋଧ ଓ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରୁଛନ୍ତି ଦେଶବାସୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମୁଖ୍ୟତଃ ନିଶାଦ୍ରବ୍ୟ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ନିଶାଦ୍ରବ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଖାତିର କରୁନାହାନ୍ତି ଗୁଜରାଟ…

ଲକଡାଉନରେ ଅନଲାଇନ ଲୁଡୋ ଖେଳି ସମୟ କାଟୁଛନ୍ତି ଭାରତୀୟ ମହିଳା କ୍ରିକେଟ ଖେଳାଳି

ମୁମ୍ବାଇ: କରୋନା ଭାଇରସ ନେଇ ସରକାର ଦେଶରେ ଲକଡାଉନ ନିୟମ ଲାଗୁ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟ ଏହି ନିୟମ ପାଳନ କରିବା ସହ ସମୟ କାଟିବା ପାଇଁ ଅନଲାଇନରେ ଲୁଡୋ ଖେଳୁଛନ୍ତି । ସୋମବାର ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଏହା କହିଛନ୍ତି । ଏହା ଦ୍ୱାରା ଆମେ…

୧୪ ଦିନ ହେବ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କଂଟେନମେଂଟ ଜୋନ୍ ଘୋଷଣା ଫଳରେ ଦେଶକୁ ସଫଳତା ମିଳିଛି । ଗତ ୧୪ ଦିନରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ପୂର୍ବରୁ ଏହି ସବୁ ଜିଲ୍ଲା ସଂକ୍ରମିତ ଚିହ୍ନଟ ହୋଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ…

୮ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ୧୯୧୭ ସଂକ୍ରମିତ ହେଲେ

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ସାରା ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି । ତେବେ କେତେଜଣଙ୍କ ଦାୟିତ୍ୱହୀନତା ଯୋଗୁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିଲା । ରିପୋର୍ଟ ମୁତାବକ ଦିଲ୍ଲୀ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର ଓ ରାଜସ୍ଥାନରେ ମାତ୍ର ୮ଜଣ ଲୋକଙ୍କ…

ସ୍ତ୍ରୀର କେମୋଥେରାପୀ ପାଇଁ ୧୪୦ କିମି ସାଇକେଲ ଚଳାଇଲେ ଦିନ ମଜୁରିଆ !

ତାମିଲନାଡୁ : ସାରା ଦେଶରେ ଲକ୍-ଡାଉନ୍ ପାଇଁ ଲୋକଙ୍କର ଅଗଣିତ ଅଭିଯୋଗ । ହେଲେ ସମସ୍ତ ବାଧାବିଘ୍ନକୁ ଆଡେଇ ଜଣେ ବ୍ୟକ୍ତି ସାଇକେଲରେ ସ୍ତ୍ରୀକୁ ବସାଇ ୧୪୦ କିମି ଅତିକ୍ରମ କରି ହସ୍ପିଟାଲରେ ପହଂଚିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ୬୫ବର୍ଷୀୟ ଦିନ ମଜୁରିଆ ଅରିଭଜାଗନ । ମାର୍ଚ୍ଚ ୩୧ରେ…

ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେ.ପି ଧଳସାମନ୍ତ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମେନ୍ଦ୍ର…

ପଣା ସଂକ୍ରାନ୍ତି: ଖୋର୍ଦ୍ଧା ଜିଲ୍ଲାର ୭ ମନ୍ଦିରରେ ୧୪୪ ଧାରା ଜାରି

ଖୋର୍ଦ୍ଧା: ଓଡିଆ ପଞ୍ଜିକାର ପ୍ରଥମ ଦିନ ତଥା ପଣା ସଂକ୍ରାନ୍ତି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ୭ଟି ପ୍ରମୁଖ ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଇଛି। ଯାହା ଫଳରେ କୋଭିଡ-୧୯କୁ ନେଇ ସାମାଜିକ ଦୂରତା ବଜାୟ ରହିପାରିବ। ନିଷେଧାଦେଶ…

ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ

ଜୟପୁର: ଜୟପୁର ସହରରେ ସୋମବାର ଦିନ ଏକ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଅଞ୍ଚଳରେ ଥିବା ପୁରୁଣା ସବ-ଡିଭିଜନାଲ ହସ୍ପିଟାଲକୁ କରୋନା ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଯେଉଁଥିରେ ୧୫୦ଟି ଶଯ୍ୟା ରହିଛି।…