ବାହୁଡ଼ିଲେ ଶ୍ରୀଜଗନ୍ନାଥ, ବଡ଼ଦାଣ୍ଡ ପହଞ୍ଚିଲା ତିନିରଥ
ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ରଥଯାତ୍ରା ସାରି ଆଜି ବାହୁଡ଼ିଛନ୍ତି ନିଜ ଘରକୁ । ଶ୍ରୀମନ୍ଦିର ନିକଟରେ ବଡ଼ଦାଣ୍ଡରେ ପହଞ୍ଚିଛି ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ।
ଏଥର ବାହୁଡ଼ା ଯାତ୍ରାରେ ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି । ପ୍ରଥମେ…