Latest Odisha News

BREAKING NEWS

‘ବେଙ୍ଗଲ୍ କେମିକାଲ୍ସ’ ଉତ୍ପାଦନ କରିବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା; ମିଳିଲା ଲାଇସେନ୍ସ

କୋଲକାତା: କରୋନା ନିରାକରଣର ଟୀକା କିମ୍ବା ଚିକିତ୍ସା ଲାଗି ଏହି ରୋଗର ଔଷଧ ଉଦଭାବନ ହୋଇପାରିନାହିଁ । ମାତ୍ର ଆଣ୍ଟି ମ୍ୟାଲେରିଆ ଟାବଲେଟ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବେ ମୃତ୍ୟୁ ସଞ୍ଜିବନୀ ପରି କାର୍ଯ୍ୟରେ ଲାଗିପାରୁଛି । ଏହି ଟାବଲେଟ୍ ଉତ୍ପାଦନ କରିବାକୁ ‘ବେଙ୍ଗଲ୍ କେମିକାଲ୍ସ’କୁ…

୩ ଦିନ ଯାଏଁ ଶାରଳା ଓ ଭଗବତୀ ପୀଠରେ ୧୪୪ ଧାରା ଜାରି

ଜଗତସିଂହପୁର: ଜଗତସିଂହପୁରର ଦୁଇ ଶକ୍ତିପୀଠରେ ଲାଗିଲା ୧୪୪ ଧାରା । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି । ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଲକଡାଉନ୍ ଭିତରେ କରୋନା…

ଜନି ଲିଭର ପ୍ରଶଂସକଙ୍କ ମନୋବଳ ବଢ଼ାଇଲେ, ଗାଇଲେ କରୋନା ଅବ ତେରା ରୋନା ସୁରୁ

ମୁମ୍ବାଇ: କରୋନାକୁ ହରାଇବା ପାଇଁ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି । ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କରୋନା ରୋଗରେ ଆକ୍ରାନ୍ତ ମନୋବଳ ମଧ୍ୟ ବଢ଼ାଯାଉଛି । ହାସ୍ୟ ଅଭିନେତା ଜନି ଲିଭର ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଲକଡାଉନରେ ଘରେ ସମୟ କାଟୁଥିବା ଏହି ଅଭିନେତା…

୨୧ ବିଦେଶୀ ତବଲିଗ ଜମାତିଙ୍କୁ ଧରିଥିବା ପୋଲିସ ଇନ୍ସପେକ୍ଟର କରୋନା ଭାଇରସରେ ଆକ୍ରାନ୍ତ

ମୁମ୍ବାଇ: କରୋନା କବଳରୁ ଦେଶକୁ ବଂଚାଇବାକୁ ଯାଇ ଜଣେ ପୋଲିସ ଇନ୍ସପେକ୍ଟର କରୋନା ଭାଇରସ ଆକ୍ରାନ୍ତ ହୋଇଛି । ତବଲିଗ ଜମାତର ୨୧ ବିଦେଶୀ ସଦସ୍ୟ (ବାଂଲାଦେଶର ୧୩ ଏବଂ ମାଲେସିଆର ୮ଜଣ)ଙ୍କୁ ସେ ଗିରଫ କରିଥିଲେ । ତାଙ୍କ ନିକଟରେ କରୋନା ପଜିଟିଭ ବାହାରିବା ପରେ ଇନ୍ସପେକ୍ଟରଙ୍କ ସହ କାମ କରିଥିବା…

ଭିଡିଓ କନଫେରେନ୍ସରେ ଗଂଜେଇ ସହ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ !

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଏଥର କଳକୀଙ୍କ ସହ ଲଢେଇ, CAA କୁ ବିରୋଧ କିମ୍ବା କୌଣସି ଫିଲ୍ମର କାହାଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ଆସିଛି ଗଂଜେଇ ଟାଣିବା ଅଭିଯୋଗ । Hello @MumbaiPolice ,will you please look into…

ମୁଁ ୨୪ ଘଣ୍ଟା ଆପଣଙ୍କ ସହ ରହିଛି: ମୋଦି

ନୂଆଦିଲ୍ଲୀ: ମୁଁ ୨୪ ଘଂଟା ଆପଣଙ୍କ ସହ ଉପଲବ୍ଧ ରହିଛି । କୋଭିଡ-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ସିଧାସଳଖ କହିପାରିବେ । ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ…

ଲକ୍‌ଡାଉନ୍ ଅବଧି ବଢ଼ାଇବାକୁ ମୋଦିଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ୨୧ ଦିନିଆ ତାଲାବନ୍ଦ ଅବଧିକୁ ବଢ଼ାଯିବ ନା ନାହିଁ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ…

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍…

ବିଶୋଧନ ହେଲା ବୁଗୁଡା

ବୁଗୁଡା: ବିଶୋଧନ ହେଲା ବୁଗୁଡା ବିଜ୍ଞାପିତ ଅଚଂଳ ପରିଷଦ । କରୋନା ମୁକାବିଲା ପାଇଁ ପୁରା ବୁଗୁଡା ଅଂଚଳକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ଓ ଏନ୍‌ଏଏସିର ଏକ ଟିମ୍ ପୁରା ଅଂଚଳରେ ରାସାୟନିକ ପାଣି ସ୍ପ୍ରେ କରିଛି । ରାସ୍ତା ଘାଟଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ସାନିଟାଇଜ…

କରୋନା ଲକ୍‌-ଡାଉନ୍‌; ବାରିପଦାରେ ସମସ୍ତ ପରିବା ଦୋକାନ ବନ୍ଦ !

ବାରିପଦା: ଲକ୍‌-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ । ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ…