Latest Odisha News

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଗୁରୁବାର ଦିନ ପୁଣି ସୁନା ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ କୁଆଲାମ୍ପପୁରରୁ ଆସୁଥିବା ୨ଜଣ ଯାତ୍ରୀଙ୍କ ଠାରୁ ପାଖାପାଖି ୬୧୨ଗ୍ରାମର ସୁନା ଜବତ କରିଛନ୍ତି କଷ୍ଟମ ଅଧିକାରୀ । ଯାହାର ଆନୁମାନିକ ମୂଲ୍ୟ…

କ୍ଲାଇମାକ୍ସ

କ୍ଲାଇମାକ୍ସ ହରପ୍ରସାଦ ମହାପାତ୍ର କାହାଣୀ ଶେଷରେ ତମେ ପୁଣି ଫେରିଆସିବ ମୋ ପାଖକୁ ଇଡି ଯାଇଥିବା ବାସ୍ନା, ଉଡିଯାଇଥିବା ପ୍ରଜାପତି ହୋଇ ନିଉ ୱେଭ୍ ସିନେମାର କ୍ଲାଇମାକ୍ସ ନେଇ! ସେତେବେଳକୁ ପୋତିହୋଇ ପଡିଥିବ ତମର ସବୁତକ ଗୁମାନ ଉଇ ଚରିସାରିଥିବ ମୋର ମିଛ ଅଭିମାନ, ଛାଇ…

ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା, ପଥରେ ରଥରେ ମହାପ୍ରଭୁଙ୍କ ଲୀଳାଖେଳା…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ । ଲୀଳାମୟ ମହାପ୍ରଭୁ ପଥରେ ରଥରେ ଲକ୍ଷ…

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ । କିନ୍ତୁ…

ଏକାଠି ହେବେ ହ୍ରିତିକ ଓ ଦୀପିକା !

ମୁମ୍ବାଇ: ଶୀର୍ଷକ ଶୁଣି ଚମକିଲେ କି? ନା ନା, ରିଅଲ ଲାଇଫରେ ନୁହେଁ, ରିଲ ଲାଇଫରେ ଏକାଠି ହେବାକୁ ଯାଉଛନ୍ତି ହ୍ରିତିକ ଓ ଦୀପିକା । ପ୍ରଥମ ଥର ପାଇଁ ଉଭୟେ ଗୋଟିଏ ଫିଲ୍ମରେ କାମ କରିବେ ! ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଏହି ଯୋଡି ନଜର ଆସିବା…

ବିଶ୍ୱକପ: ଅଷ୍ଟ୍ରେଲିଆ ୨୨୩ ରନରେ ଅଲଆଉଟ, ଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ ଫାଇନାଲ୍ ଖେଳିବାକୁ ଇଂଲଣ୍ଡ ସମ୍ମୁଖରେ ୨୨୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ । ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ର ୨୨୩ ରନ ସ୍କୋରରେ ରଖିବାକୁ…

ଅଛରେ ବରଷା

ଅଛରେ ବରଷା ସଂଜୟ କୁମାର ମିଶ୍ର ଅଛରେ ବରଷାକୁ ଇ ଅପେକ୍ଷା ବରଷା ଲୁଚିଛି ସାତତାଳ ପାଣିପଙ୍କ ତଳ ରୂପାର କରାଟରେ ଭଅଁର ହୋଇ ବାହାରକୁ ଆଦୌ ଆସୁନାହିଁ, ଚାରିଲେନ ରାସ୍ତା ହିଁ ରାକ୍ଷସ ଖାଉଛି ହଜାର ହଜାର ଗଛ ମଣିଷ ହୃତପିଣ୍ଡ ଅଧାଜଳା ଶବ ହେଇ ଶୁଇଛି ପୃଥିବୀର ପ୍ରେତ,…

ପାଟକୁରା ନିର୍ବାଚନ: ଜାଣନ୍ତୁ, କଂଗ୍ରେସ ଲାଗି କେଉଁମାନେ ହେଲେ ଷ୍ଟାର ପ୍ରଚାରକ

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଦଳ ମଧ୍ୟ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏନେଇ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ତାରକା…

ପ୍ରିୟଦର୍ଶୀ ଆମେରିକାରେ କହିଲେ ଓଡ଼ିଶା ସରକାରଙ୍କ ସଫଳତାର କାହାଣୀ

ନ୍ୟୁଜର୍ସି : 'ଓଡିଶା ସୋସାଇଟି ଅଫ୍ ଆମେରିକା'ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟଲାଣ୍ଟା ସିଟିର ନ୍ୟୁଜର୍ସି ହେରା ରିସୋର୍ଟ୍ସରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ‘ଓଡିଶା ଡେଭଲପମେଣ୍ଟ ଡେ’ ଆଲୋଚନାରେ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର…

ଘଡଘଡି ସହ ବର୍ଷା ଆଶଙ୍କା, ୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର କଟକ ସହର ସମେତ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ ଓ…