Latest Odisha News

BREAKING NEWS

ଘରର ଅଶାନ୍ତି ଦୂର କରେ ଚାନ୍ଦୀ ହାତୀ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ଆଜିବି ବିଭିନ୍ନ ବର୍ଗର ଲୋକେ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରୁଛନ୍ତି । ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। । ବାସ୍ତୁବିତ୍ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟଙ୍କ କହିବାନୁସାରେ ବାସ୍ତୁଶାସ୍ତ୍ରରେ ହାତୀର…

ବିଷ୍ଣୁ ସେଠୀ ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ

ଭୁବନେଶ୍ୱର: ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଓଡ଼ିଶା ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ ହୋଇଥିବା ନେଇ ଶନିବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ଏହାବ୍ୟତୀତ, ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିଜେପି ମୁଖ୍ୟ ସଚେତକ ଭାବେ ନିଯୁକ୍ତ…

ମସଲା ଚିକେନ ପତ୍ରପୋଡ଼ା

ଚିକେନ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଚିକେନରୁ ତିଆରି ପ୍ରତିଟି ଆଇଟମ ବେଶ ସୁଆଦିଆ ହୋଇଥାଏ । ତେଣୁ ଆମେ ଆଜିପ୍ରସ୍ତୁତ କରିବା ଚିକେନର ଏକ ଆଇଟମ ‘ମସଲା ଚିକେନ ପତ୍ରପୋଡ଼ା’। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ: ଚିକେନ : ବନଲେସ ୨୫୦ଗ୍ରାମ ହଳଦି : ଏକ ଚାମଚ ଅଦାରସୁଣ ବଟା : ୨ଚାମଚ…

ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ-ଆଫଗାନିସ୍ତାନ ମୁକାବିଲା

ଲଣ୍ଡନ: ବିଶ୍ୱକପର ପ୍ରତିଟି ମ୍ୟାଚ ଏବେ ବେଶ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବାର ଲକ୍ଷ୍ୟ କରାଯାଉଛି । ସେମିଫାଇନାଲରେ ଅଷ୍ଟ୍ରେଲିଆ ନିଜ ସ୍ଥାନ ସୁରକ୍ଷିତ କରିସାରିଥିବା ବେଳେ ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସୁବିଧାଜନକ ସ୍ଥିତିରେ ରହିଛନ୍ତି । ତେବେ ପାକିସ୍ତାନ ସେମିଫାଇନାଲ୍ ଯିବାକୁ ଏବେ…

ଓଡିଆ ଆଇପିଏସ୍ ଅଫିସର ହେଲେ ତାମିଲନାଡୁ ଡିଜିପି

ଭୁବନେଶ୍ୱର : ଓଡିଆ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀ ଶନିବାର ଦିନ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସେ ତାମିଲନାଡୁ କ୍ୟାଡରର (୧୯୮୫ ବ୍ୟାଚ୍) ଆଇପିଏସ୍ ଅଧିକାରୀ । ଶ୍ରୀଯୁକ୍ତ ତ୍ରିପାଠୀ ପୂର୍ବରୁ ଚେନ୍ନାଇର ପୋଲିସ କମିଶନର ଭାବେ ମଧ୍ୟ ଦାୟିତ୍ୱ…

ଦୀର୍ଘ ୩ବର୍ଷ ପରେ ପରଦାକୁ ଫେରିବେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ଦୀର୍ଘ ୩ବର୍ଷର ଲମ୍ବା ବିରତି ପରେ ପୁଣିଥରେ ପରଦାରେ ନଜର ଆସିବେ ଓଲିଉଡର ହିଟ୍ ଯୋଡି ସବ୍ୟସଚୀ ଓ ଅର୍ଚ୍ଚିତା । ସିଦ୍ଧାର୍ଥ ମ୍ୟୁଜିକର ୨୬ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏହି ଯୋଡି ଓଲିଉଡକୁ ଫେରୁଛି । ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି…

ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଟ୍ରିକ୍ ସାର୍ଟିଫିକେଟ୍

କଟକ : ଆସନ୍ତା ଜୁନ୍ ୩୦ ଓ ଜୁଲାଇ ୧ତାରିଖ ମଧ୍ୟରେ ରାଜ୍ୟରେ ମ୍ୟାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟକୁ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ପଠାଯିବ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ବିଏସଇ ସଚିବ ରାମାଶିଷ ହାଜରା ଗଣମାଧ୍ୟମକୁ…

ଜାଣନ୍ତୁ କମ୍‌ ଖର୍ଚ୍ଚରେ କିପରି ସଜାଇବେ ଘର

ପୁରୁଷ ହେଉ ଅବା ମହିଳା ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା । କିନ୍ତୁ ଘର ସଜାଇବା ଜିନିଷର ଦାମ୍‌ ଦେଖିଲେ ମନ ଫିକା ପଡିଯାଏ । ତେବେ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ ... -ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ସ୍ତ୍ରୀ’ଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସ୍ୱାମୀ ଓ ନାବାଳକ ପୁଅକୁ ପିଟିଲେ ୩ ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପଟ ଗ୍ରାମରେ କିଛି ଦୁବୃର୍ତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସ୍ୱାମୀ ଓ ନାବାଳକ ପୁଅଙ୍କୁ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।…

ଟିନଏଜରେ ମୋଟାପଣ ହୋଇପାରେ ହୃଦଘାତର କାରଣ

ଭୁବନେଶ୍ୱର: ପିଲାରୁ ବୁଢା ଆଜିକାଲି ସାଧାରଣତଃ ସମସ୍ତେ ହୃଦଘାତକୁ ନେଇ ଚିନ୍ତିତ ରହୁଛନ୍ତି । ବିଶେଷ କରି ଯୁବପିଢି ଅଧିକ ମାତ୍ରାରେ ଏହାର ଶିକାର ହେଉଥିବା ଦେଖାଯାଉଛି । ମେଦ ବହୁଳତା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି । ଟିନଏଜରେ ଯେଉଁ ପିଲାଙ୍କ ଓଜନ ଅଧିକ ହୋଇଥାଏ ସେମାନଙ୍କ ପାଇଁ…