Latest Odisha News

BREAKING NEWS

ସାରା ରାଜ୍ୟରେ ବଢିଲା ତାପମାତ୍ରା; ୪୧.୧ ଡିଗ୍ରୀ ଛୁଇଁଲା ତାଳଚେର

ଭୁବନେଶ୍ୱର: ସମଗ୍ର ଓଡ଼ିଶାର ତାପମାତ୍ରା ଶୁକ୍ରବାର ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଆଜି ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ଲକଡାଉନରେ ପୋଲିସର ବର୍ବରତା; ମାଡମାରି ୨ କନଷ୍ଟେବଳ ନିଲମ୍ବିତ

କେନ୍ଦୁଝର: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁଠି ଚାଲିଛି ଲକଡାଉନ । ଏପରିକି ଲକଡାଉନକୁ ସଫଳ କରିବା ଲାଗି ପୋଲିସ ପକ୍ଷରୁ ରାତିଦିନ ପହରା ମଧ୍ୟ ଦିଆଯାଉଛି । ଏଭଳି ଏକ ସମୟରେ କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ…

ଷଷ୍ଠ କରୋନା ରୋଗୀ ଚିହ୍ନଟ ପରେ କଟକ ସହରରେ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା

ଭୁବନେଶ୍ୱର: କଟକରୁ ଷଷ୍ଠ କରୋନା ରୋଗୀ ପଜିଟିଭ ଚିହ୍ନଟ ପରେ ସହରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ରୋଗୀଙ୍କ…

ଓଡିଶାରେ ୬ଷ୍ଠ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ।…

ଏପ୍ରିଲ ୨୧ ଯାଏଁ ବଢିଲା ଗାଡି ଓ ସ୍ୱାସ୍ଥ୍ୟବୀମାର ବୈଧତା

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ ଗାଡି ଓ ସ୍ୱାସ୍ଥ୍ୟବୀମାର ନବୀକରଣ କରିବା ଲାଗି ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡି ଏବଂ ସ୍ୱାସ୍ଥ୍ୟ ବୀମା ପଲିସିର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।…

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି । ବିଶ୍ୱରେ କରୋନା ମହାମାରୀ ନିଜ…

ଆଗାମୀ ୨ଦିନ ଲାଗି ଭୁବନେଶ୍ୱର ଓ ଭଦ୍ରକ ସମ୍ପୂର୍ଣ୍ଣ ବନ୍ଦ; ଜାଣନ୍ତୁ କି କଟକଣା ରହିଛି…

ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା ଲାଗି ଆଗାମୀ ୪୮ ଘଣ୍ଟା ତଥା ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ସଟଡାଉନ କରାଯିବ ବୋଲି ଓଡିଶା ଡିଜିପି ଅଭୟ ପ୍ରକାଶ କରିଛନ୍ତି । ଏହି ୪୮ ଘଣ୍ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ମଧ୍ୟ…

ବିଧାନସଭା ମେଡିକାଲ ଅଧିକାରୀଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟ ବିଧାନସଭାର ଜୋନାଲ ଡିସପେନସାରୀ ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବେହେରା ଜଣେ ୬୦ ବର୍ଷ ବୟସ୍କ କରୋନା ସଦିଗ୍ଧଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ…

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ମହଙ୍ଗା ପଡ଼ିଲା ଢାଳ ଚିକିତ୍ସା; ପେଟରେ ନିଆଁ ଲାଗିଯିବାରୁ ଗୁରୁତର ହେଲେ ମହିଳା

ଅନୁଗୁଳ: ଗାଁ ବଇଦଙ୍କ ଗରମ ତେଲ ଢାଳ ଚିକିତ୍ସା ମହଙ୍ଗା ପଡ଼ିଲା । ବଇଦ ଜଣକ ଜଣେ ମହିଳା ରୋଗୀଙ୍କୁ ଏହି ଢାଳ ଚିକିତ୍ସାରେ ଚିକିତ୍ସିିତ କରୁଥିବା ବେଳେ ରୋଗୀଙ୍କ ପେଟରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ଡାକ୍ତରଖାନାରେ ତୁରନ୍ତ ତାଙ୍କର ଚିକିତ୍ସା ହେବା ଯୋଗୁଁ ସେ ଏବେ ସୁସ୍ଥ ଅଛନ୍ତି ।…