ମୋଟରୋଲା ୱାନ୍ ଭିଜନ୍ ପ୍ଲସ୍ ସ୍ମାର୍ଟଫୋନ ଲଞ୍ଚ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ
ନୂଆଦିଲ୍ଲୀ: ମୋଟରୋଲା ଗତବର୍ଷ ଭାରତରେ ମୋଟୋ ଜି୮ ପ୍ଲସ୍ ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା। ଏଥି ସହିତ କମ୍ପାନୀ ଏହାର ରିବ୍ରାଣ୍ଡେଡ୍ ଭର୍ସନ୍ ମୋଟରୋଲା ୱାନ୍ ଭିଜନ୍ ପ୍ଲସ୍ ବଜାରରେ ଲଞ୍ଚ କରିଛି। ବଜେଟ୍ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସ୍ମାର୍ଟଫୋନରେ ଉପଭୋକ୍ତାମାନେ ୪୮ମେଗାପିକ୍ସେଲ ରିୟର…