Latest Odisha News

BREAKING NEWS

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି । ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ…

୨୬୧ ରେଳ କୋଚ୍‌କୁ ସଂଗରୋଧ ପାଇଁ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋଭିଡ଼୍‌-୧୯ ସଂକ୍ରମଣ ବୃଦ୍ଧି ସହିତ ସାରା ଦେଶରେ ଅଧିକ ସଂଖ୍ୟକ ସଂଗରୋଧ ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୬୧ଟି ଯାତ୍ରୀବାହୀ ରେଳ କୋଚ୍‌କୁ ସଂଗରୋଧ ବା କ୍ୱାରେନ୍‌ଟାଇନ୍ ସୁବିଧା ପ୍ରଦାନ ପାଇଁ ରୂପାନ୍ତର କରାଯାଉଛି । ଏହି କୋଚ୍ ଗୁଡ଼ିକରେ…

କରୋନା ଆତଙ୍କ: ଚୀନର ଏହି ସହରରେ କୁକୁର, ବିଲେଇ ଖାଇବା ହେଲା ବ୍ୟାନ୍ !

ବେଜିଂ: ଚୀନର ଅଧିକାଂଶ ସହରରେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି ହେଉଥିବାର ପ୍ରାୟ ସମସ୍ତେ ଜାଣନ୍ତି । ଗତ ଡିସେମ୍ବର ଓ ଜାନୁଆରୀ ମାସ ଆରମ୍ଭରେ କରୋନା ସଂକ୍ରମଣ ଯୋଗୁଁ ଏହା ମହାମାରୀ ରୂପେ ଚୀନରୁ ସାରା ବିଶ୍ୱକୁ ବ୍ୟାପୀ ଯାଇଥିଲା । ତେବେ ସେନଝେନ ପ୍ରଥମ ଚୀନା ସହର ଭାବେ କୁକୁର ଓ…

କୋଭିଡ୧୯ ଟେଷ୍ଟିଂ କିଟ୍ ପାଇଁ ଭୋପାଳର ଏକ କମ୍ପାନିକୁ ଆଇସିଏମଆର ଅନୁମତି

ଭୋପାଳ: ମହାରାଷ୍ଟ୍ରର ମାଇଁ ଲ୍ୟାବ୍ ପରେ ଭାରତର ଦ୍ୱିତୀୟ କମ୍ପାନି ଭାବେ ଭୋପାଳର ଥ୍ରୀବି ବ୍ଲାକବାୟୋ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୧୯ ଟେଷ୍ଟିଂ କିଟ୍‌କୁ ଆଇସିଏମଆର ସ୍ୱୀକୃତି ମିଳିଥିବା ଜଣାପଡିଛି । କିଲପେଷ୍ଟ ଇଣ୍ଡିଆ ଲିମିଟେଡର ସହଯୋଗୀ କମ୍ପାନୀ ଥ୍ରୀବି ବ୍ଲାକବାୟୋ ବାୟୋଟେକ୍‌କୁ…

କରୋନା ସହାୟତା; ସମସ୍ତଙ୍କୁ ପଛରେ ପକାଇଲେ କିଙ୍ଗ ଖାନ୍ ଶାହରୁଖ !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ଏକାଧିକ କ୍ରମରେ ସହାୟତା ଦେବେ ବଲିଉଡ୍ ସୁପରଷ୍ଟାର୍‌ ଶାହରୁଖ ଖାନ୍ । ଗୋଟିଏ କି ଦୁଇଟି ନୁହେଁ ସାତସାତଟି ସଂସ୍ଥାଙ୍କୁ କରୋନା ବିରୋଧି ଲଢେଇରେ ସେ ସହଯୋଗ କରିବେ । In these times it’s imp to make everyone around u working tirelessly…

ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ କୋଭିଡ୧୯ ପରୀକ୍ଷା ଅନୁମତି ପାଇଁ ଆଇସିଏମଆର୍‌କୁ ଓଡିଶାର ଅନୁରୋଧ

ଭୁବନେଶ୍ୱର: ରାଜ୍ୟରେ ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ କୋଭିଡ୧୯ ପରୀକ୍ଷା ଅନୁମତି ଦେବାକୁ ଆଇସିଏମଆର ନୂଆଦିଲ୍ଲୀକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କ୍ରମରେ…

କୋଭିଡ୍‌-୧୯: ୪୯ ଥର କଲ୍ କଲାପରେ ଯାଇ ଫୋନ୍ ରିସିଭ୍ କଲେ କରୋନା ରୋଗୀ !

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କରୋନା ଭୟ ଦୂର କରିବାକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଯଦି କରୋନା ଭୂତାଣୁ ନେଇ କିଛି ଲକ୍ଷଣ ପ୍ରକାଶ ପାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ଉଚିତ । ସାମାଜିକ କଟକଣା, ନିଜକୁ…

ଆସନ୍ତାକାଲିଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଦୋକାନ ଖୋଲିବା ସମୟ କଟକଣା ଜାରି

ଭୁବନେଶ୍ୱର: ଲକ୍ ଡାଉନ ପରେ ମଧ୍ୟ ଜନସାଧାରଣ ସାମାଜିକ ଦୂରତ୍ୱ ନେଇ ସଚେତନ ହେଉ ନ ଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦିଲ୍ଲୀର ନିଜାମୁଦ୍ଦିନ ତବଲିଘ ଜମାତରୁ ଫେରିଥିବା ଏକାଧିକ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ଦୋକାନ ଖୋଲିବା ସମୟ ନେଇ କଡା କଟକଣା ଘୋଷଣା…

ତାବଲିଘି କରୋନା ଭାଇରସ କେସ୍‌: ୭ ହଜାର ଏଫଆଇର ରୁଜୁ

ଲକ୍ଷ୍ନୌ:ତାବଲିଘି ଜମାତ କେସରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୭୧୭୭ ଲୋକଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି । ସେହିପରି ୨୮୭ ବିଦେଶୀଙ୍କ ମଧ୍ୟରୁ ୨୧୧ଙ୍କ ପାସପୋର୍ଟ ଜବତ କରାଯାଇଛି । ଯୁପି ସରକାର ୪୨୯…

କରୋନା ଆତଙ୍କ: ଆଜିଠାରୁ କାର୍ଯ୍ୟକ୍ଷମ ହେବ ପିଆଇବିର କୋଭିଡ-19 ଫାକ୍ଟଚେକ୍‌ ୟୁନିଟ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା  କାର୍ଯ୍ୟାଳୟ (ପିଆଇବି) ରେ ଏକ କୋଭିଡ19 ଫାକ୍ଟ ଚେକ ୟୁନିଟ ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟ ଆଜିଠାରୁ କାର୍ଯ୍ୟକ୍ଷମ ହେବ । କୋଭିଡ19 ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସହ ଜଡିତ…