ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢାର ଫଟୋ ଛାଡି ନିଲମ୍ବିତ ହେଲେ ସେବାୟତ
ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ଜଣେ ସେବାୟତ ନିଲମ୍ବିତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ମନ୍ଦିର ବେଢା ମଧ୍ୟରେ ମହାପ୍ରଭୁଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଅଶୋକ ପାତ୍ର ନାମକ ଜଣେ ପାଟରା ସେବାୟତ…