‘ପେସେଣ୍ଟ-ଜିରୋ’ ଚିହ୍ନଟ ! ଉହାନ ମାର୍କେଟର ଚିଙ୍ଗୁଡି ବିକାଳୀ ହୋଇପାରନ୍ତି ପ୍ରଥମ କରୋନା ରୋଗୀ
ଉହାନ: ଚୀନର ଉହାନ ମାର୍କେଟର ଚିଙ୍ଗୁଡି ବିକ୍ରି କରୁଥିବା ଜଣେ ୫୭ ବର୍ଷୀୟା ମହିଳାଙ୍କୁ ପ୍ରଥମ କୋଭିଡ-୧୯ ପଜିଟିଭ ବୋଲି ବିଶ୍ୱାସ କରାଯାଉଛି ।
ଲଣ୍ଡନ ମେଟ୍ରୋ ଡେଲିର ଏକ ରିପୋର୍ଟ ଅନୁସାରେ, ୱି ଗୁଇକିୟନ ନାମକ ଜଣେ ମହିଳାଙ୍କ ଠାରେ ଡିସେମ୍ବର ୨୦୧୯ରେ ଫ୍ଲୁ ଭଳି ଲକ୍ଷଣ ବିକସିତ ହୋଇଥିଲା…