କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବେ କୋଭିଡ୍-୧୯ ରୋଗୀ
କଟକ: କଟକର ଅଶ୍ୱିନୀ ହସ୍ପିଟାଲରେ କୋଭିଡ୍-୧୯ ଚିକିତ୍ସା ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ରୋଗୀ ମାନଙ୍କ ଲାଗି ଖୁବଶିଘ୍ର ଉପଲବ୍ଧ ହେବ । ଏହି ରୋଗର ସଂକ୍ରମଣ ଲାଗି ଉପଯୁକ୍ତ ଚିକିତ୍ସା ରୋଗୀ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା ଚାଲିଛି ।
ଇତିମଧ୍ୟରେ…