Latest Odisha News

BREAKING NEWS

କରୋନା ପ୍ରଭାବ: ଆର୍ଥିକ ସଙ୍କଟରେ ଗୋ ଚାଷୀ

ଜଗତସିଂହପୁର : କରୋନା କଟକଣା ଯୋଗୁଁ ସମଗ୍ର ଜିଲ୍ଲାରେ ଦୁଗ୍ଧ ବ୍ୟବସାୟ ମାନ୍ଦା ଅବସ୍ଥାରେ ପହଂଚିଛି । କରୋନା ଭୟରେ ଲୋକେ ଦୁଗ୍ଧ ବିକ୍ର କରି ନ ପାରିବାରୁ ପ୍ରତିଦିନ ହଜାର ହଜାର ଲିଟର ଦୁଗ୍ଧ ନଷ୍ଟ ହେବାରେ ଲାଗିଛି । ଏପରିକି ଏଭଳି ପରିସ୍ଥିତିରେ ଓମଫେଡ୍ ତାର ଅନୁବନ୍ଦିତ ଚାଷୀ ମାନଙ୍କ…

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୭୫ ଭାରତୀୟ

ରାଜସ୍ଥାନ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୭୫ ଜଣ ଭାରତୀୟଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ଫେରାଇ ଅଣାଯାଇଛି । ଏକ ସ୍ୱତନ୍ତ୍ର ବିମାନରେ ୨୭୫ ଜଣ ଭାରତୀୟଙ୍କୁ ଧରି ରାଜସ୍ଥାନର ଯୋଧପୁରରେ ଆସି ପହଞ୍ଚିଛି । ସେମାନଙ୍କୁ ଇଣ୍ଡିଆନ ଆର୍ମି ୱେଲନେସ୍…

କରୋନା ଭୟ: ସ୍ୟାଣ୍ଡ ଆନିମେସନ ଜରିଆରେ ସଚେତନ କରୁଛନ୍ତି ଶିଳ୍ପୀ

ଭୁବନେଶ୍ୱର: ସ୍ୟାଣ୍ଡ ଆନିମେଟର ସୁବଳ ମହାରଣା ନିଜ ସ୍ୟାଣ୍ଡ ଆର୍ଟ ଜରିଆରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିଛନ୍ତି । ଏହି ଆନିମେସନରେ ଚୀନରେ କିପରି କରୋନାର ସୃଷ୍ଟି ହୋଇଛି ଓ ପର୍ଯ୍ୟଟକଙ୍କ ଯୋଗୁଁ ଏହା ଦେଶରୁ ଦେଶ କିପରି ବ୍ୟାପିଛି ସେ ନେଇ ବର୍ଣ୍ଣନା ହୋଇଛି ।…

ଲାଞ୍ଜିଗଡ଼ ରିଫାଇନାରୀ କାରଖାନାରେ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ କଡ଼ାକଡ଼ି ଲାଗୁ ହେଲା କରୋନା ପ୍ରତିରୋଧକ ବ୍ୟବସ୍ଥା

ଲାଞ୍ଜିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ନିଜର କାରଖାନା କାର୍ଯ୍ୟ ଜାରି ରଖିଥିବା ବେଳେ କର୍ମଚାରୀ ଏବଂ ହିତାଧିକାରୀଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟିରେ ରଖି ବିଭିନ୍ନ ପ୍ରତିରୋଧମୂଳକ ପଦକ୍ଷେପ ହାତକୁ ନେଇଛି । କୋଭିଡ-୧୯ର ସଂକ୍ରମଣକୁ ପ୍ରତିହତ କରିବା ନେଇ…

କରୋନା ଭୟରେ ଭାଙ୍ଗିଲା ପରମ୍ପରା: ଚଳିତ ବର୍ଷ ଗଡିବ ନାହିଁ ରୁକୁଣା ରଥ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବଡ଼ପର୍ବ ରୁକୁଣା ରଥଯାତ୍ରା । କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବାକୁ ଯାଉଛି । କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ରଥଯାତ୍ରା ନକରିବାକୁ ନିଷ୍ପତ୍ତି…

କରୋନା ସଂକ୍ରମଣରେ ଆଗରେ ଅଛନ୍ତି ବିଶ୍ୱର ଏହି ୫ ଟି ଦେଶ

ନୂଆଦିଲ୍ଲୀ: କରୋନା ପାଇଁ ଚିନ୍ତାରେ ସମଗ୍ର ବିଶ୍ୱ । ସବୁ ଦେଶର ଆଖିରୁ ନିଦ ହଜାଇ ଦେଲାନି ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ । ୧୯୦ ତୁ ଉର୍ଦ୍ଧ୍ବ ଦେଶ ଏହି ଭୁତାଣୁ ରେ କବଳିତ । ବିଶ୍ୱ ବ୍ୟାପି କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୩-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୯ ରିଖ ରବିବାର ମୀନ ୧୬ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର- : ବିଛା ରାଶି ପୁରୁଷଙ୍କର ଆଜି: ବେଲ…

ଆଜି ଦିନ ୧୧ଟାରେ ‘ମନ କି ବାତ୍‌’, କରୋନା ମୁକାବିଲା ନେଇ କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥିରେ କରୋନା ମହାମାରୀ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏ ନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ ସପ୍ତାହକ…

କରୋନା ମୁକାବିଲା: ଭାରତକୁ ୨୨ କୋଟିର ସହଯୋଗ କରିବ ଆମେରିକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଜାରି ରହିଛି କରୋନା ମୁକାବିଲା । ସମସ୍ତ ଦେଶ ନିଜ ନିଜ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ ୬୪ ଦେଶକୁ ସହଯୋଗର ହାତ ବଡାଇଛି ଆମେରିକା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ଉଗ୍ର ହେଉଛି କରୋନା: ବିଶ୍ୱରେ ୩୦ ହଜାର ଟପିଲା ମୃତ୍ୟ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ଏହି ମହାମାରୀ ସାରାବିଶ୍ୱରେ ନେଲାଣି ୩୦ ହଜାରରୁ ଅଧିକ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ହଜାର ୮୪୭ରେ ପହଞ୍ଚିଛି…