Latest Odisha News

BREAKING NEWS

ଆଶ୍ଚର୍ଯ୍ୟଜନକ ଭାବେ ଗଛରୁ ଝରୁଛି ପାଣି; ଗଛମୂଳେ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

କରାତୁଳି/ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ପଞ୍ଚାୟତରେ କରାତୁଳି ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।  ବାଘୁଆ ନଦୀ କୂଳରେ ଥିବା ଏକ ବଣ ପାଳଧୁଆ ଗଛରେ କୈଣସି ଏକ ଅଲୌକିକ ଶକ୍ତି ମାଧ୍ୟମରେ ଗଛରୁ ପାଣି ବାହୁରୁ ଥିବା ଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

୨ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଚୀନ୍ ସେନା

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ଡ୍ରାଗନ । ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ୍ ସେନା । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି ।…

୮୫ ବର୍ଷରେ ପଦାର୍ପଣ କଲେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା, ସୈନିକ ବେଶରେ ଆସି ଭାରତରେ ଶରଣ ନେଇଥିଲେ

ନୂଆଦିଲ୍ଲୀ: ତିବ୍ଦତ.. । ଭାରତର ଉତରରେ ପାହାଡ ଉପରେ ଅବସ୍ଥାପିତ ଏହି ସ୍ଥାନ ଏବେ ଚୀନ କବଜାରେ ରହିଛି । ଏଠାକାର ଟକଷ୍ଟର ନାମକ ସ୍ଥାନରେ ୬ ଜୁଲାଇ ୧୯୩୫ରେ ଦଲାଇ ଲାମାଙ୍କ ଜନ୍ମ ହୋଇଥିଲା । ସେତେବେଳେ ତାଙ୍କ ନାମ ଲ୍ୟାହମୋ ଦୌଡୁମ୍ବେ ଥିଲା । ପ୍ରକୃତରେ ସେ ଲ୍ୟାମୋ ଦୌଡୁମ୍ବେ ବୌଦ୍ଧଙ୍କ…

ଜିଲ୍ଳାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଂଚ, ୭ ଦିନ ପାଇଁ ମଥୁରା ପଂଚାୟତ ସଟଡାଉନ୍

ଗଞ୍ଜାମ: ପୋଲସରା ବ୍ଲକ ମଥୁରା ପଂଚାୟତକୁ  ଏକ ସପ୍ତାହ ଧରି ସଟଡାଉନ ଘୋଷଣା କଲେ  ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ସଟଡାଉନ ଘୋଷଣା ହୋଇଛି । ପୋଲସରା ଅଂଚଳରେ ପଜିଟିଭ ସଂଖ୍ୟା ବଢୁଥିବାରୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।…

କରୋନା କ୍ରିଏଟିଭିଟି : ଆୟୁଷ ନାରାୟଣ ମହାନ୍ତିଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆସନ୍ତାକାଲିଠୁଁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର: ଆଉଟ ଷ୍ଟିଲ୍ (ଓଏସ) ମଦ ଏବଂ ଇଏନଏ ଦେଶୀ ମଦ (ସିଏଲ) ବିକ୍ରି ଲାଗି ଆସନ୍ତାକାଲିଠାରୁ ଓଡ଼ିଶାର ମଦ କାଉଣ୍ଟର ଗୁଡ଼ିକରେ ଉପଲବ୍ଧ ହେବାନେଇ ଅବକାରୀ ବିଭାଗ ସୋମବାର ଦିନ ସୂଚନା ପ୍ରଦାନ କରିଛି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, ହୋମ୍ ଡେଲିଭରି…

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର । କରୋନା ଭାଇରସ ଯୋଗୁଁ ଏହି ଫିଲ୍ମକୁ ଥିଏଟର ନୁହେଁ ବରଂ ଅନ୍‌ଲାଇନ୍ ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାରରେ ଆସନ୍ତା ୨୪ ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମର…

କରୋନା କ୍ରିଏଟିଭିଟି : ଅନୁଷ୍କା ମହାନ୍ତିଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ଅଂଶୀ ଦାସଙ୍କ କବିତା ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କଟକରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

କଟକ: ସୋମବାର କଟକ ଜିଲ୍ଲାରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୩ ଜଣ ସିଏମ୍‌ସି ଅଂଚଳର ଅଛନ୍ତି । ଏନେଇ କଟକ ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି । ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ୬୨ ବର୍ଷୀୟ…