Latest Odisha News

BREAKING NEWS

‘ପିଏମ୍ କେୟାରସ୍‌’ ପାଣ୍ଠିକୁ ଏକ କୋଟି ଟଙ୍କା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ‘ପିଏମ୍ କେୟାରସ’ ଫଣ୍ଡକୁ ଏକ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କେଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇ ଧର୍ମେନ୍ଦ୍ର ପ୍ରଧାନ ନିଜ ମାସକର ଦରମା ସହ ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଛନ୍ତି । ଏହି କଠିନ ସମୟରେ,…

ଦାଦନ ଶ୍ରମିକଙ୍କ ଯତ୍ନ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କୁ ଖାଦ୍ୟ, ଆଶ୍ରୟ, ମେଡିକାଲ ସୁବିଧା ଯୋଗାଇ ଦେବାକୁ ସମସ୍ତ ଏସପି ଓ ଜିଲ୍ଲାପାଳଙ୍କୁ ଆଦେଶ ଦେବା ପାଇଁ ରବିବାର ଦିନ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ଶ୍ରମିକଙ୍କ ପରିବହନ, ଆଶ୍ରୟ ଓ…

କୋଭିଡ-୧୯: ସଂକ୍ରମଣରେ ସ୍ପେନ୍ ରାଜକୁମାରୀଙ୍କ ମୃତ୍ୟୁ

ସ୍ପେନ: କରୋନା ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଜକୁମାରୀ ମାରିୟା ଟେରେସାଙ୍କ ମୃତ୍ୟୁ ହୋଇଛି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ଚିକିତ୍ସାଧୀନ ଥିଲେ । ତେବେ ଗଲା ଦୁଇ ଦିନ ପୂର୍ବରୁ ଅର୍ଥାତ ୨୬ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ଭାଇ ଫେସ୍‌ବୁକ୍‌ରେ ପୋଷ୍ଟ କରି…

କନିକାଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ପରିବାର ଲୋକେ ଚିନ୍ତିତ

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହା ପରେ ତାଙ୍କ ପରିବାର ଲୋକ ଚିନ୍ତା ବ୍ୟକ୍ତ କରିଛନ୍ତି । କନିକା କପୁର ଏବେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଭର୍ତ୍ତି ଅଛନ୍ତି । ମାର୍ଚ୍ଚ ୨୦…

ପାରାମିଲିଟାରୀ ଫୋର୍ସରେ କରୋନାଭାଇରସ୍ !

ନୂଆଦିଲ୍ଲୀ: ଦେଶର ପ୍ରଥମ ଦୁଇଟି ମାମଲା ଭାବେ ସାମ୍ନାକୁ ଆସିଛି ପାରାମିଲିଟାରୀ ଫୋର୍ସରେ କରୋନା ସଂକ୍ରମିତଙ୍କ ଖବର । ଜଣେ ବିଏସ୍‌ଏଫ୍ ଅଫିସର ଓ ଜଣେ ସିଆଇଏସ୍‌ଏଫ୍‌ ଯବାନ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଗ୍ୱାଲିଅରରେ ପୋଷ୍ଟିଂ…

ରାଜ୍ୟର କେଉଁସବୁ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରବିବାର ଦିନ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଗଜପତି,…

ଓଡିଶାରେ ଫସିରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସହାୟତା ପାଇଁ ୮ ଆଇଏଏସ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ସରକାର ରବିବାର ଦିନ ବିଭିନ୍ନ ରାଜ୍ୟର ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ସେଥିପାଇଁ ଓଡିଶାର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା…

ଆଗାମୀ ୨୪ ଘଣ୍ଟାରେ ବଢିବ ତାପମାତ୍ରା: ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମଡିର ବୁଲେଟିନ୍ ଅନୁଯାୟୀ, ଆସନ୍ତା ସୋମବାର ଠାରୁ ଦିନର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ…

ସାନିଟାଇଜ ହେଲା ଲୋକସେବା ଭବନ

ଭୁବନେଶ୍ୱର: ବିଶୋଧନ ହେଲା ଲୋକସେବା ଭବନ । କ୍ଲୋରିନ ପାଣିରେ ପୁରା ଲୋକସେବା ଭବନକୁ ପରିଷ୍କାର କରାଗଲା । ଆସନ୍ତାକାଲି ଲୋକସେବା ଭବନରେ ଗୋଟିଏ ଦିନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ତେଣୁ ଏହା ପୂର୍ବରୁ ଲୋକସେବା ଭବନକୁ ସାନିଟାଇଜ କରାଯାଇଛି ।ଓଡ଼ିଶା ଅଗ୍ନିଶମ ସେବା…

କୋଭିଡ-୧୯ ଲକଡାଉନ: ବିଦ୍ୟାଳୟ ଓ ହଷ୍ଟେଲ ବିଲ୍ଡିଂରେ ରହିବେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କରୋନାଭାଇରସ ଭୟରେ ପଡୋଶୀ ରାଜ୍ୟରୁ ଫେରିଆସୁଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଶ୍ରମିକମାନଙ୍କୁ ସ୍କୁଲ ଏବଂ ହଷ୍ଟେଲ ବିଲ୍ଡିଂରେ ରଖିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ପୌର ସଂସ୍ଥା…