Latest Odisha News

BREAKING NEWS

COVID-19ର ଅର୍ଥ କ’ଣ ? ଭାଇରସର ନାମକରଣ କେମିତି ହୁଏ ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ ପାଲଟିଥିବା କରୋନାଭାଇରସ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । କରୋନା କବଳରେ ୧୯୯ଟି ଦେଶ । ତେବେ କେବେ କେହି ଭାବି ନଥିଲେ ଏକ ଭାଇରସ ତାର ଏଭଳି କରାଳ ରୂପ ଦେଖାଇବ । ବିଶ୍ୱବ୍ୟାପୀ ଭୟାବହତା ସୃଷ୍ଟି କରିଥିବା ଏହି ଭାଇରସ ପ୍ରତିଦିନ ଶହ ଶହ ମୁଣ୍ଡ ନେଉଛି…

କରୋନାକୁ ବଳିଗଲେ ୧୦ ଅଭିଯୁକ୍ତ; ନାବାଳିକା ସହ ଗଣଦୁଷ୍କର୍ମ !

ନୂଆଦିଲ୍ଲୀ: ଝାଡଖଣ୍ଡର ଡୁମ୍‌କା ଜିଲ୍ଲାରେ ନାବାଳିକା ସହ ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହେଁ ଦଶଦଶଜଣଙ୍କ ସଇତାନୀ ଦିମାଗ ଆଗରେ ହାର୍ ମାନିଥିଲା ନୀରିହ ନାବାଳିକା । Dumka: A 16-yr old girl allegedly raped by 10 accused including her friend to whom she reached…

କରୋନାଭାଇରସକୁ ଚାଇନିଜ ଭାଇରସ କହିବା ଠିକ ନୁହେଁ କାହିଁକି ?

ନୂଆଦିଲ୍ଲୀ: ଆପଣ ଜାଣିଥିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାଭାଇରସକୁ ଚାଇନିଜ ଭାଇରସ କହି ହଟହଟା ହୋଇଥିଲେ । ତେବେ ଚୀନରୁ ଭାଇରସର ଆରମ୍ଭ ହୋଇଥିବାରୁ ସମସ୍ତେ ଏହାକୁ ଚାଇନିଜ ଭାଇରସ କହୁଛନ୍ତି । ଚୀନର ଉହାନରୁ ବାହାରିଥିବାରୁ ଏହାକୁ ପ୍ରଥମେ ଉହାନ ଭାଇରସ କୁହାଯାଉଥିଲା ।…

ଭାରତରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା; ୧୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮୩୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ ସଂକ୍ରମଣରେ ୧୯ ଜଣ ବ୍ୟକ୍ତିଙ୍କର…

ଆଜିଠୁ ରାମାୟଣ, ମହାଭାରତ, ସର୍କସ୍ ଓ ବ୍ୟୋମକେଶ ବକ୍ସି; ଜାଣନ୍ତୁ ପ୍ରସାରଣ ସମୟ

ନୁଆଦିଲ୍ଲୀ; ଆଜିଠୁ ପ୍ରସାରଣ ହେବ ସୁପରହିଟ୍ ଟିଭି ସିରିଜ୍ ରାମାୟଣ । ହେଲେ ଡିଡି ର ଅନ୍ୟ ଚ୍ୟାନେଲଗୁଡିକରେ ବି ଯୋଡି ହୋଇଛି କିଛି ଅନ୍ୟ ସୁପରହିଟ୍ ଟିଭି ସିରିଜ । ତିନି ଦଶନ୍ଧି ପରେ ସିରିଜ ରାମାୟଣ ଆଜିଠୁ ପୁନଃ ପ୍ରସାରଣ ହେବାକୁ ଯାଉଛି । ପ୍ରସାରଣ ସମୟ ସକାଳ ୯ଟା ଓ ରାତି ୯ଟା…

ମାନ୍ଦାବସ୍ଥାରେ ପ୍ରବେଶ କରିଛି ବିଶ୍ୱ ଅର୍ଥନୀତି: ଆଇଏମଏଫ ମୁଖ୍ୟ

ୱାଶିଂଟନ: ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ କରୋନାର ପ୍ରଭାବ । କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥବ୍ୟବସ୍ଥା ତଳକୁ ଖସିଯାଇଛି । ଦେଶଗୁଡିକର ବିକାଶ ପାଇଁ ବହୁଳ ମାତ୍ରାରେ ଆର୍ଥିକ ସହାୟତା କରିବାକୁ ପଡିବ ବୋଲି ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଭା କହିଛନ୍ତି । କ୍ରିଷ୍ଟଲିନା ଜର୍ଜିଭା…

କରୋନା ପ୍ରକୋପ: ନିଜ ରେକର୍ଡ ଭାଙ୍ଗିଲା ଇଟାଲୀ, ୨୪ ଘଣ୍ଟାରେ ୯୧୯ ମୃତ

ରୋମ: ଘାତକ କରୋନାଭାଇରସ ଯୋଗୁଁ ଇଟାଲୀରେ ୨୪ ଘଣ୍ଟାରେ ୯୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୯୧୩୪କୁ ପହଞ୍ଚିଛି । ମାର୍ଚ୍ଚ ୨୧ରେ ଇଟାଲୀରେ ଦିନକରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭୯୩କୁ ଇଟାଲୀ ନିଜେ ଟପି ଯାଇଛି । କରୋନାରେ ଇଟାଲୀରେ ଗୁରୁବାର ଦିନ ୭୧୨ଜଣଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୮-୩-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୮ ରିଖ ଶନିବାର ମୀନ ୧୫ ଦିନ ଚୈତ୍ର  ମାସ ଶୁକ୍ଳ ପକ୍ଷ  ଚତୁର୍ଥୀ ତିଥି  ଦ୍ବିଜା  ନକ୍ଷତ୍ର ମେଷ  ଚନ୍ଦ୍ର  ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-:  ମେଷ ରାଶିର…

ଜନସାଧାରଣଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ନିରାପଦରେ ପହଞ୍ଚାଇବା ନେଇ ସରକାର ଅଙ୍ଗିକାରବଦ୍ଧ: ରେଳ, ବାଣିଜ୍ୟ ଓ ଶିଳ୍ପ…

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖିନ ହେଉଥିବବା ବିଭିନ୍ନ ବିଷୟ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ଏକ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଭିତିଭୂମି ଓ ଇ-କମର୍ସ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।…

ଲକ୍‌-ଡାଉନ୍‌: ମୁମ୍ବାଇ ପୋଲିସର ନିଆରା ତରିକା !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ସାରା ଭାରତରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମିଳିଛି ମିଳିତ ପ୍ରତିକ୍ରିୟା । ତେବେ ଖାସ କରି ମୁମ୍ବାଇ ପୋଲିସର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । Love this! Navi #Mumbai police melodiously asking public to stay…