Latest Odisha News

BREAKING NEWS

୪ ବର୍ଷ ବୟସରେ ସ୍ପାନିସ୍ ଫ୍ଲୁ ଦେଖିଥିଲେ, ୧୦୬ ବର୍ଷରେ କରୋନାକୁ ହରାଇଲେ

ନୂଆଦିଲ୍ଲୀ: କରୋନା ଯୁଦ୍ଧ ଜିତିଲେ ଶତାୟୁ ବୃଦ୍ଧ । ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜୀବ ଗାନ୍ଧି ସୁପର ସ୍ପେସାଲିଟ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସଂପୃକ୍ତ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଲା ତାଙ୍କ ପୁଅ ଅପେକ୍ଷା ସେ ଶୀଘ୍ର ଆରୋଗ୍ୟ ଲାଭ କରିଛନ୍ତି ।…

ଚିହ୍ନଟ ହେଲା କରୋନା ଭାଇରସର ଛଅ ନୂଆ ଲକ୍ଷଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଛି କରୋନା । ମହାମାରୀ କୋଭିଡ-୧୯କୁ ନେଇ ସବୁଠି କୋକୁଆ ଭୟ । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ନିଜ ଚରିତ୍ର ବଦଳାଉଛି । ମଣିଷ ଶରୀରରେ ଦେଖିବାକୁ ମିଳିଛି ଏହି କିଲର ଭାଇରସର ନୂଆ ଳକ୍ଷଣ । ଏପ୍ରିଲ ମାସରେ ସେଂଟର ଫର କଂଟ୍ରୋଲ ଆଣ୍ଡ…

ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ: ଡିଜିପି

କନ୍ଧମାଳ: କନ୍ଧମାଳରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏନ୍‌କାଉଣ୍ଟର ପାଇଁ କନ୍ଧମାଳ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି। ଏହା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଆଗାମୀ ଦିନରେ କମ୍ବିଂ ଅପରେସନ ଜୋରଦାର କରାଯିବ…

କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନ ଆସିବାକୁ ନିବେଦନ

କଟକ: କଟକର ହଟ୍‌ସ୍ପଟ ପାଲଟିଥିବା କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍‌ସିବିରେ କଟକଣା ଲଗାଯାଇଛି । କ୍ୟାନ୍‌ସର ହସ୍ପିଟାଲ ଏବଂ ଏସ୍‌ସିବି ନ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍ ଓ ଏସ୍‌ସିବିରୁ…

ଭିଏତନାମରେ ଖୋଲିଲା ପ୍ରଥମ ସୁନାର ଛାଉଣୀ ହୋଟେଲ

ହାନୋଇ: ଭିଏତନାମର ହାନୋଇରେ ବିଶ୍ୱର ପ୍ରଥମ ସୁନାର ଛାଉଣୀ ହୋଟେଲ ଖୋଲିଛି । ୨୪ କ୍ୟାରେଟ ସୁନାରେ ନିର୍ମିତ ଏହି ହୋଟେଲ ପାଇଁ ୧୬୦ ମିଲିୟନ ପାଉଣ୍ଡ ଖର୍ଚ୍ଚ ହୋଇଛି । ଏହାର ନାମ ଡୋଲସେ ହାନୋଇ ଗୋଲ୍ଡେନ ଲେକ୍ ହୋଟେଲ । ଖାଦ୍ୟ ଟେବୁଲଠାରୁ ଆରମ୍ଭ କରି ଛାତ ଉପରେ ନିର୍ମିତ ସୁଇମିଂ ପୁଲରେ…

ଖଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ଖଲିସ୍ତାନର ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ସରକାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୱେବସାଇଟ ମାଧ୍ୟମରେ ଦେଶବିରୋଧୀ ଅଭିଯାନ ଚଳାଯାଉଥିବା ଅଭିଯୋଗ ଆସିଥିଲା । ସଂଗଠନର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ନାମରେ ମଧ୍ୟ କେସ୍ ରୁଜୁ…

ବର୍ଷେ ବଢ଼ିଲା କରୋନା କଟକଣା !

ଥିରୁଅନନ୍ତପୁରମ: ଦିନେ କି ମାସେ ନୁହେଁ ବର୍ଷେ ବଢ଼ିଲା କରୋନା କଟକଣା । ଆଗାମୀ ଏକ ବର୍ଷ ଯାଏଁ କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତ ସରକାର । କରୋନା ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଏନେଇ ରବିବାର କେରଳ ସରକାର…

ପେନ୍‌ସିଲ୍ ବୋମା କାରଖାନାରେ ନିଆଁ ଲାଗି ୮ ମୃତ, ୪ ଆହତ

ଗାଜିଆବାଦ: ପେନ୍‌ସିଲ୍ ବୋମା ତିଆରି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲାଗି ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ…

ଚିତ୍ତରଞ୍ଜନଙ୍କ ନିଆରା କଳାକୃତି; ସଢେଇରୁ ତିଆରି କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ

ଭୁବନେଶ୍ୱର: ସଢେଇରୁ ତିଆରି ହେଉଛି ସୌଖିନ ସାମଗ୍ରୀ ଓ ସୁନ୍ଦର ସୁନ୍ଦର ଘର ଉପକରଣ ଦ୍ରବ୍ୟ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି କଳାକୃତି ତିଆରି କରୁଛନ୍ତି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ ଭୋଇ। ସାଧାରଣତଃ ନଡ଼ିଆ ଖାଇଲା ପରେ ସମସ୍ତେ ନଡ଼ିଆର ଖୋଲ ଅର୍ଥାତ…

ଗୋବର କିଣିବେ ଛତିଶଗଡ ସରକାର

ରାୟପୁର: ଛତିଶଗଡ ସରକାର ଗୋଧନ ନ୍ୟାୟ ଯୋଜନା ଅନୁସାରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପଶୁପାଳନକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗାଈର ଗୋବର କିଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । କିଲୋଗ୍ରାମ ପିଛା ୧ଟଙ୍କା ୫୦ ପଇସା ଦରରେ ସରକାର ଏହାକୁ…